ବିଦ୍ୟାଳୟରେ ପୁରାତନ ଛାତ୍ରଙ୍କ ନାମ ଲେଖାଇ ଅର୍ଥ ହରିଲୁଟ କରୁଛନ୍ତି ପ୍ରଧାନ ଶିକ୍ଷକ
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, ୨୦୨୩ ମସିହାରେ ବିଦ୍ୟାଳୟରୁ ମଙ୍ଗଳପୁର ଗ୍ରାମର ଶୁଭେନ୍ଧୁ ବେହେରା ସପ୍ତମ ଶ୍ରେଣୀରେ ପାସ କରି ଯିବା ପରେ ବି ତାଙ୍କ ନାମ ଷଷ୍ଟ ଶ୍ରେଣୀରେ ରହିବା ସହ