ବିଦ୍ୟୁତ ଆଘାତରେ ଆଖିବୁଜିଲା ଦନ୍ତା 'ରାମୁ', ବନବିଭାଗର ଛାନ୍‌ଭିନ୍‌

ଭୁବନେଶ୍ୱର ୧୯।୦୮ : ଚନ୍ଦକା ଜଙ୍ଗଲରୁ ଦନ୍ତା ହାତୀ 'ରାମୁ'ର ମୃତଦେହ ଠାବ। ବିଦ୍ୟୁତ ଆଘାତରେ 'ରାମୁ'ର ପ୍ରାଣ ହରାଇଥିବା ସନ୍ଦେହ। ଚୁନୁକୂଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ ବିଭାଗ ଠାରୁ ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚିଥିବା ଜଣାପଡିଛି।