ବିଦ୍ୟୁତ୍ ଆଘାତରେ ଚାଷୀ ମୃତ
ଚାନ୍ଦବାଲି: ବିଦ୍ୟୁତ୍ ଆଘାତରେ ଚାଷୀ ମୃତ। ଚାନ୍ଦବାଲି ଏନ.ଏ.ସି ନରସିଂହପୁର ଗାଁରେ ଅଘଟଣ। ବିଲରେ ଧାନ ଗଦା କରୁଥିବା ସମୟରେ... The post ବିଦ୍ୟୁତ୍ ଆଘାତରେ ଚାଷୀ ମୃତ appeared first on .
ଚାନ୍ଦବାଲି: ବିଦ୍ୟୁତ୍ ଆଘାତରେ ଚାଷୀ ମୃତ। ଚାନ୍ଦବାଲି ଏନ.ଏ.ସି ନରସିଂହପୁର ଗାଁରେ ଅଘଟଣ। ବିଲରେ ଧାନ ଗଦା କରୁଥିବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ଛିଡିଯାଇଥିଲା। ମୃତ ବ୍ୟକ୍ତି ସେହି ଗାଁର ହେଲେ ପ୍ରମୋଦ ଦାସ ।
ସୂଚନା ଅନୁଯାୟୀ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରମୋଦ ଦାସଙ୍କର ମୃତ୍ୟୁ ଘଟିଛି। ୨ ଏକର ଚାଷ ଜମିର ଧାନ ସମ୍ପୂର୍ଣ୍ଣ ପୋଡି ଯାଇଛି। କ୍ଷତିପୂରଣ ଦାବି କରି ବିଦ୍ୟୁତ୍ ବିଭାଗ ଅଫିସ ସାମ୍ନାରେ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି। ରାସ୍ତା ଅବରୋଧ ଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି।
The post ବିଦ୍ୟୁତ୍ ଆଘାତରେ ଚାଷୀ ମୃତ appeared first on .