ବିଧାନସଭା ନିର୍ବାଚନ ଲଢିବନି ଏଏପି, କଲା ବଡ଼ ଘୋଷଣା
ନୂଆଦିଳ୍ଲୀ,୧୭।୧୦: ୨ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା ହୋଇଛି। ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ରରେବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଭିନ୍ନ ଦଳମାନେ ଏନେଇ କମର କଷି ସାରିଲେଣି। ଏହାରି ଭିତରେ ବଡ଼ ସୂଚନା ମିଳିଛି କି, ଆମ ଆଦମୀ ପାର୍ଟି ଝାଡଖଣ୍ଡ ବିଧାନସଭାରେ ପ୍ରାର୍ଥୀ ଦେବନାହିଁ। କୁହାଯାଉଛି ଯେ, ଏଏପି ଯୋଜନା କରୁଛି ଯେ, ଏଏପି ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟକୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁବାକୁ ଚାହୁଁଛି। ସେଥିପାଇଁ ସୋଂରେ ଧ୍ୟାନ ଦେବାକୁ ଚେଷ୍ଟା କରୁଛି। ସୂଚନାଥାଉ […] The post ବିଧାନସଭା ନିର୍ବାଚନ ଲଢିବନି ଏଏପି, କଲା ବଡ଼ ଘୋଷଣା appeared first on Dharitri Odia News.
ନୂଆଦିଳ୍ଲୀ,୧୭।୧୦: ୨ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା ହୋଇଛି। ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ରରେବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଭିନ୍ନ ଦଳମାନେ ଏନେଇ କମର କଷି ସାରିଲେଣି। ଏହାରି ଭିତରେ ବଡ଼ ସୂଚନା ମିଳିଛି କି, ଆମ ଆଦମୀ ପାର୍ଟି ଝାଡଖଣ୍ଡ ବିଧାନସଭାରେ ପ୍ରାର୍ଥୀ ଦେବନାହିଁ। କୁହାଯାଉଛି ଯେ, ଏଏପି ଯୋଜନା କରୁଛି ଯେ, ଏଏପି ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟକୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁବାକୁ ଚାହୁଁଛି। ସେଥିପାଇଁ ସୋଂରେ ଧ୍ୟାନ ଦେବାକୁ ଚେଷ୍ଟା କରୁଛି।
ସୂଚନାଥାଉ କି, ଲୋକ ସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଭାଜପା ଓ କଂଗ୍ରେସ ନୁହେଁ , ଏନଡିଏ ଓ ଇଣ୍ଡିଆ ମେଣ୍ଟ ସିଧା ଲଢେଇ ହେବାକୁ ଯାଉଛି। ମହାରାଷ୍ଟ୍ରରେ ଭାଜପାର ସହଯୋଗୀ ପାର୍ଟି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଅଜିତ ପାଓ୍ବାରଙ୍କ ପାର୍ଟି ସାମିଲ୍ ଅଛନ୍ତି। ସେପଟେ କଂଗ୍ରେସ ସହିତ ଉଦ୍ଧବ ଠାକରେ ଓ ଶରଦ ପାଓ୍ବାରଙ୍କ ମେଣ୍ଟ ସରକାର ରହିଛି।
The post ବିଧାନସଭା ନିର୍ବାଚନ ଲଢିବନି ଏଏପି, କଲା ବଡ଼ ଘୋଷଣା appeared first on Dharitri Odia News.