ବିଧାନସଭା ଭିତରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନକରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର ୨୮।୮: ବିଧାନସଭା ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନ କରିବା ପାଇଁ ବାଚସ୍ପତି ସୁରମା ପାଢୀଙ୍କ ନିର୍ଦ୍ଦେଶ । ଦିନ ୧୨ଟା ୮ ମିନିଟ୍‌ରେ ସୋର ବିଧାୟକ ଗୃହରେ ଫଟୋ ଉଠାଇବା ନଜରକୁ ଆସିଛି । ଏହା ସହ ଫୋନ୍‌ରେ ବିଧାୟକ କଥା ହେଉଛନ୍ତି । ଗୃହରେ ଏସବୁ କରିବା ଅନୁଚିତ୍ । ତେଣୁ ଗୃହରେ ମୋବାଇଲ ବ୍ୟବହାର ନ କରିବା ପାଇଁ ବାଚସ୍ପତି ତାଗିଦ କରିଛନ୍ତି । ଏହା ସହ ବିଧାନସଭା ବାହାରେ ପାଣିରେ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି । କିନ୍ତୁ ବିଧାୟକ ମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି । ଏଥିରୁ କ୍ଷାନ୍ତ ରହିବା ସହ ଗୃହ ଭିତରକୁ ପାଣି ବୋତଲ ନନେଇ ଆସିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । You Can Read:E-KYC ଯାଞ୍ଚ ପରେ ହିତାଧିକାରୀ ପାଇବେ ନୂଆ ରାସନ କାର୍ଡ : ସୂର୍ଯ୍ୟବଂଶୀ ସୁରଜ 

ବିଧାନସଭା ଭିତରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନକରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର ୨୮।୮: ବିଧାନସଭା ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନ କରିବା ପାଇଁ ବାଚସ୍ପତି ସୁରମା ପାଢୀଙ୍କ ନିର୍ଦ୍ଦେଶ । ଦିନ ୧୨ଟା ୮ ମିନିଟ୍‌ରେ ସୋର ବିଧାୟକ ଗୃହରେ ଫଟୋ ଉଠାଇବା ନଜରକୁ ଆସିଛି । ଏହା ସହ ଫୋନ୍‌ରେ ବିଧାୟକ କଥା ହେଉଛନ୍ତି । ଗୃହରେ ଏସବୁ କରିବା ଅନୁଚିତ୍ । ତେଣୁ ଗୃହରେ ମୋବାଇଲ ବ୍ୟବହାର ନ କରିବା ପାଇଁ ବାଚସ୍ପତି ତାଗିଦ କରିଛନ୍ତି । 

ଏହା ସହ ବିଧାନସଭା ବାହାରେ ପାଣିରେ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି । କିନ୍ତୁ ବିଧାୟକ ମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି । ଏଥିରୁ କ୍ଷାନ୍ତ ରହିବା ସହ ଗୃହ ଭିତରକୁ ପାଣି ବୋତଲ ନନେଇ ଆସିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । 

You Can Read:

E-KYC ଯାଞ୍ଚ ପରେ ହିତାଧିକାରୀ ପାଇବେ ନୂଆ ରାସନ କାର୍ଡ : ସୂର୍ଯ୍ୟବଂଶୀ ସୁରଜ