ବିଧାନସଭାରେ କଂଗ୍ରେସ ବିଧାୟକ ସୁରକ୍ଷା କର୍ମୀ ମୁହାଁ ମୁହିଁ

ଭୁବନେଶ୍ବର:ବିଧାନସଭାରେ କଂଗ୍ରେସ ବିଧାୟକ ସୁରକ୍ଷା କର୍ମୀ ମୁହାଁ ମୁହିଁ । ଲବି ଗେଟ ବନ୍ଦ କରିବାକୁ ନେଇ ମୁହାଁମୁହିଁ। କଂଗ୍ରେସ ବିଧାୟକ ଦଳ ନେତା ଲବିକୁ ଆସିଥିବା ବେଳେ ତାଙ୍କୁ ପୁଣି ଗୃହରେ ପ୍ରବେଶ କରିବାକୁ ଦେଇନଥିଲେ ସୁରକ୍ଷା କର୍ମୀ । ବିଧାନସଭା ଆଗରେ ବି ମୁହାଁମୁହିଁ ପରିସ୍ଥିତି ଉପୁଜିଛି।ପିସିସି ସଭାପତିଙ୍କ ସହ ୫ ନେତାଙ୍କୁ ଅଟକାଇଲେ ସୁରକ୍ଷାକର୍ମୀ।କଂଗ୍ରେସ ବରିଷ୍ଠ ନେତା- ପୋଲିସ ମୁହାଁମୁହିଁ ପରିସ୍ଥିତି।ବିଧାନସଭାକୁ ପ୍ରବେଶ ଉଦ୍ୟମ ବେଳେ ଠେଲାପେଲା ହୋଇଥିଲା। ଧସ୍ତାଧସ୍ତି ପରେ ବିଧାନସଭା […]

ବିଧାନସଭାରେ କଂଗ୍ରେସ ବିଧାୟକ ସୁରକ୍ଷା କର୍ମୀ ମୁହାଁ ମୁହିଁ

ଭୁବନେଶ୍ବର:ବିଧାନସଭାରେ କଂଗ୍ରେସ ବିଧାୟକ ସୁରକ୍ଷା କର୍ମୀ ମୁହାଁ ମୁହିଁ । ଲବି ଗେଟ ବନ୍ଦ କରିବାକୁ ନେଇ ମୁହାଁମୁହିଁ। କଂଗ୍ରେସ ବିଧାୟକ ଦଳ ନେତା ଲବିକୁ ଆସିଥିବା ବେଳେ ତାଙ୍କୁ ପୁଣି ଗୃହରେ ପ୍ରବେଶ କରିବାକୁ ଦେଇନଥିଲେ ସୁରକ୍ଷା କର୍ମୀ । ବିଧାନସଭା ଆଗରେ ବି ମୁହାଁମୁହିଁ ପରିସ୍ଥିତି ଉପୁଜିଛି।ପିସିସି ସଭାପତିଙ୍କ ସହ ୫ ନେତାଙ୍କୁ ଅଟକାଇଲେ ସୁରକ୍ଷାକର୍ମୀ।କଂଗ୍ରେସ ବରିଷ୍ଠ ନେତା- ପୋଲିସ ମୁହାଁମୁହିଁ ପରିସ୍ଥିତି।ବିଧାନସଭାକୁ ପ୍ରବେଶ ଉଦ୍ୟମ ବେଳେ ଠେଲାପେଲା ହୋଇଥିଲା। ଧସ୍ତାଧସ୍ତି ପରେ ବିଧାନସଭା ବାହାରେ ଧାରଣାରେ ବସିଲା କଂଗ୍ରେସ। ପ୍ରଥମେ ବିଧାନସଭା ଭିତରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ସୁରକ୍ଷାକର୍ମୀ-କଂଗ୍ରେସ ନିଲମ୍ବିତ ବିଧାୟକ ମୁହାଁମୁହିଁ ହୋଇଥିଲେ।