ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ...
କନକ ବ୍ୟୁରୋ: ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ । ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଅଟକଳ । ସେହିପରି ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ । ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ସରକାରର ଏହା ଦ୍ବିତୀୟ ବଜେଟ୍ । ଆମ ସରକାର ରାଜ୍ୟର ଐତିହ୍ୟ ପ୍ରତି ସଜାଗ । ଓଡ଼ିଆ ଲୋକ ବିଶ୍ବାସୀ ସରକାର ଚାହିଁଥିଲେ । ଆମ ସରକାର ଲୋକଙ୍କ ପାଇଁ କାମ କରିବାକୁ ଅନବରତ ଚେଷ୍ଟା କରୁଛି । ତେବେ ନଜର ପକାନ୍ତୁ ବଜେଟରେ କେଉଁ ବିଭାଗକୁ ମିଳିଲା କେତେ .... କେଉଁ ବିଭାଗ କେତେ ପାଇଲାଗୃହ ବିଭାଗ: ୧୦୭୫୯.୯୦ ସାଧାରଣ ପ୍ରଶାସନ ବିଭାଗ: ୭୪୦.୭୮ଆଇନ ବିଭାଗ: ୧୦୫୯.୪୪ବାଣିଜ୍ୟ ବିଭାଗ: ୩୦୮.୮୧ ନିର୍ମାଣ ବିଭାଗ: ୧୨୦୦୦ଓଡ଼ିଶା ବିଧାନସଭା: ୧୪୪.୬୨ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ୧୫୩୭.୭୭ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ପଛୁଆ ବର୍ଗ କଲ୍ୟାଣ ବିଭାଗ ୬୪୩୬.୧୦ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ୩୭୩.୨୨ କ୍ରୀଡ଼ା ଓ ଯୁବସେବା ବିଭାଗ ୧୩୧୯.୭୯ କୋଟିଯୋଜନା ଓ ସଂଯୋଜନ ବିଭାଗ ୨୮୦୮.୨୨ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୨୮୪୫୧.୩୧ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ବିଭାଗ ୨.୯୬ଶିଳ୍ପ ବିଭାଗ ୮୦୮.୧୫ଜଳ ସମ୍ପଦ ବିଭାଗ ୧୪୮୯୪.୨୧ପରିବହନ ବିଭାଗ ୩୭୯୪.୮୮ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ୧୪୯୧.୪୯ କୋଟିକ

କନକ ବ୍ୟୁରୋ: ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ । ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଅଟକଳ । ସେହିପରି ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ।
ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ସରକାରର ଏହା ଦ୍ବିତୀୟ ବଜେଟ୍ । ଆମ ସରକାର ରାଜ୍ୟର ଐତିହ୍ୟ ପ୍ରତି ସଜାଗ । ଓଡ଼ିଆ ଲୋକ ବିଶ୍ବାସୀ ସରକାର ଚାହିଁଥିଲେ । ଆମ ସରକାର ଲୋକଙ୍କ ପାଇଁ କାମ କରିବାକୁ ଅନବରତ ଚେଷ୍ଟା କରୁଛି ।
ତେବେ ନଜର ପକାନ୍ତୁ ବଜେଟରେ କେଉଁ ବିଭାଗକୁ ମିଳିଲା କେତେ ....
କେଉଁ ବିଭାଗ କେତେ ପାଇଲା
ଗୃହ ବିଭାଗ: ୧୦୭୫୯.୯୦
ସାଧାରଣ ପ୍ରଶାସନ ବିଭାଗ: ୭୪୦.୭୮
ଆଇନ ବିଭାଗ: ୧୦୫୯.୪୪
ବାଣିଜ୍ୟ ବିଭାଗ: ୩୦୮.୮୧
ନିର୍ମାଣ ବିଭାଗ: ୧୨୦୦୦
ଓଡ଼ିଶା ବିଧାନସଭା: ୧୪୪.୬୨
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ୧୫୩୭.୭୭
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ପଛୁଆ ବର୍ଗ କଲ୍ୟାଣ ବିଭାଗ ୬୪୩୬.୧୦
ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ୩୭୩.୨୨
କ୍ରୀଡ଼ା ଓ ଯୁବସେବା ବିଭାଗ ୧୩୧୯.୭୯ କୋଟି
ଯୋଜନା ଓ ସଂଯୋଜନ ବିଭାଗ ୨୮୦୮.୨୨
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୨୮୪୫୧.୩୧
ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ବିଭାଗ ୨.୯୬
ଶିଳ୍ପ ବିଭାଗ ୮୦୮.୧୫
ଜଳ ସମ୍ପଦ ବିଭାଗ ୧୪୮୯୪.୨୧
ପରିବହନ ବିଭାଗ ୩୭୯୪.୮୮
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ୧୪୯୧.୪୯ କୋଟି
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୧୪୭୦୦.୭୧
ଇସ୍ପାତ ଓ ଖଣି ବିଭାଗ ୪୦୪.୩୯ କୋଟି
ପରିବହନ ବିଭାଗ
ରେଳ ପ୍ରକଳ୍କ ଉନ୍ନତିକରଣ ୩୦୦ କୋଟି
ବେସାମରିକ ବିମାନ ଚଳାଚଳ ୩୮୨ କୋଟି
ମୁଖ୍ୟମନ୍ତ୍ରୀ ବସ ସେବା ୧୦୮୫ କୋଟି
ସବୁଜ ଓଡ଼ିଶା ବିଦ୍ୟୁତ ଯାନ ନୀତି ଅନୁଯାୟୀ ସବସିଡି ୧୬୦ କୋଟି
ଅଟଳ ବସଷ୍ଟାଣ୍ଡ ୧୨୬୬ କୋଟି
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୯୯୭୩.୫୭
ସଡ଼କ ଓ ସେତୁ
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ୧୭୦୦ କୋଟି
ସଡ଼କ ଉନ୍ନତିକରଣ ପ୍ରକଳ୍ପ ୬୫୦୨ କୋଟି
ସେତୁ ବନ୍ଧନ ଯୋଜନା ୨୦୦୦ କୋଟି
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୩୪୦୦ କୋଟି
ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଆବଣ୍ଟନ ୧୪୨ କୋଟି
ବିଭାଗଓ୍ବାରୀ ବଜେଟ୍ ଆବଣ୍ଟନ ୨୦୨୫-୨୬
ଅର୍ଥ ବିଭାଗ: ୬୩୫୧୧.୯୧
ସ୍କୁଲ ଓ ଗଣଶିକ୍ଷା ବିଭାଗ: ୩୧୧୮୫.୪୭
ରାଜସ୍ବ ବିଭାଗ : ୧୯୧୩.୨୮
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ : ୨୨୭୪୧.୨୧