ବିଧାୟକ ବିଜୟ ଶଙ୍କର-ସୋମାଲିକା ବିବାଦ ପ୍ରସଙ୍ଗ, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା
କଟକ ୧୮।୦୩ : ବିଧାୟକ ବିଜୟ ଶଙ୍କର ଏବଂ ସୋମାଲିକ ବିବାଦ ପ୍ରସଙ୍ଗ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା। ପୋଲିସ ନିଷ୍କ୍ରିୟତା ବିରୋଧରେ ଦାୟର କଲେ ମାମଲା। ବିଧାୟକ ବିଜୟ ଶଙ୍କର ଜଗତସିଂପୁର ଜିଲ୍ଲା ଏସପିଙ୍କ ସମେତ ୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ଜଗତସିଂପୁର ଥାନାରେ ବିଧାୟକ ବିଜୟ ଶଙ୍କରଙ୍କ ବିରୁଦ୍ଧରେ ହୋଇଥିବା ମାମଲାର ପୋଲିସ ଠିକ୍ ଭାବେ ତଦନ୍ତ କରୁନଥିବା ଦର୍ଶାଇଲେ । ସୋମାଲିକାଙ୍କ ପକ୍ଷରୁ ଏହି ମାମଲା କରାଯାଇଛି ।