ବିଧାୟକଙ୍କ ନବବର୍ଷ ଶୁଭେଚ୍ଛା ପୋଷ୍ଟର ଚିରିଦେଲେ ଦୁର୍ବୁତ୍ତ
ପାଟଣା,୧।୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନବବର୍ଷ ଶୁଭେଚ୍ଛା ବାର୍ତ୍ତା ସମ୍ବଳିତ ପୋଷ୍ଟର ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଲାଗିଥିଲା। ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ଚିରି ଦେଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ କେହି ମନ୍ଦ ଉଦ୍ଦେଶ୍ୟ ନେଇ ପୋଷ୍ଟର ଚିରିଥିବା ନେଇ ଆଲୋଚନା ହେଉଛି। ଏଭଳି […] The post ବିଧାୟକଙ୍କ ନବବର୍ଷ ଶୁଭେଚ୍ଛା ପୋଷ୍ଟର ଚିରିଦେଲେ ଦୁର୍ବୁତ୍ତ appeared first on Dharitri Odia News.
ପାଟଣା,୧।୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନବବର୍ଷ ଶୁଭେଚ୍ଛା ବାର୍ତ୍ତା ସମ୍ବଳିତ ପୋଷ୍ଟର ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଲାଗିଥିଲା। ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ଚିରି ଦେଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ କେହି ମନ୍ଦ ଉଦ୍ଦେଶ୍ୟ ନେଇ ପୋଷ୍ଟର ଚିରିଥିବା ନେଇ ଆଲୋଚନା ହେଉଛି। ଏଭଳି ହୀନ କାର୍ଯ୍ୟକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।
The post ବିଧାୟକଙ୍କ ନବବର୍ଷ ଶୁଭେଚ୍ଛା ପୋଷ୍ଟର ଚିରିଦେଲେ ଦୁର୍ବୁତ୍ତ appeared first on Dharitri Odia News.