'ବିନା କାରଣରେ ମୁଁ ଖରାପ ମନ୍ତବ୍ୟ ଦିଏନାହିଁ'

'ମୁଁ ଏତେ ବି ଅସଭ୍ୟ ନୁହେଁ ଯେ, ବିନା କାରଣରେ ଅସଭ୍ୟ ମନ୍ତବ୍ୟ ଦେବି'

'ବିନା କାରଣରେ ମୁଁ ଖରାପ ମନ୍ତବ୍ୟ ଦିଏନାହିଁ'

ମୁଁ ଏତେ ବି ଅସଭ୍ୟ ନୁହେଁ ଯେ, ବିନା କାରଣରେ ଅସଭ୍ୟ ମନ୍ତବ୍ୟ ଦେବି। ମୋ ଜୀବନରେ ଗୋଟେ ଗୋଟେ ବଡ଼ ଝଡ଼ ଆସୁଛି ଯାହା ଫଳରେ ମୁଁ ବାଧ୍ୟ ହେଉଛି ଏପରି କହିବା ପାଇଁ। କିଛି ଏଭଳି କହିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା।