ବିନିକା ମହାନଦୀ ପୋଲ ନିକଟରେ ଜବରଦଖଲ ଉଚ୍ଛେଦ, ବ୍ୟାପକ ପୋଲିସ ଫୋର୍ସ ମୁତୟନ
ବିନିକା ୧୧।୩: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ମହାନଦୀ ପୋଲ ନିକଟରେ ଏନଏସି ପ୍ରଶାସନ ପକ୍ଷରୁ ଜେସିବି ମେସିନ ଦ୍ଵାରା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି l ବିନିକା ସହରର ମହାନଦୀ ପୋଲ ନିକଟରେ ଚାଲିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ବିନିକା ଅତିରିକ୍ତ ତହସିଲଦାର ମଜିଷ୍ଟ୍ରେଟ୍ ଦାୟିତ୍ୱରେ ରହିଥିବା ବେଳେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏନଏସି କର୍ମଚାରୀ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ରାଜସ୍ବ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି l ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି l ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି l