ବିଦ୍ୟୁତ ଆଘାତ ଲାଗି ଜଳିଗଲେ ୨ ଶ୍ରମିକ
କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଜଳିଗଲେ ୨ ଶ୍ରମିକ I ଘର ତିଆରିବେଳେ ବିଦ୍ୟୁତ ସର୍ଟ ସର୍କିଟରେ ୨ ଶ୍ରମିକ ଜଳିଯାଇ ଥିବା ସୂଚନା ମିଳିଛି I ତୁମୁସିଂହା ଥାନା ଆଲୁଅଝରଣ ଗାଁରେ ଏହି ଅଘଟଣ ଘଟିଛି । ଶ୍ରମିକ ଦୁଇଜଣ ଘର ତିଆରି କାମ ବେଳେ ରଡ୍ ବାନ୍ଧୁଥିଲେ। କୌଣସି କାରଣ ବଶତଃ ଉଭୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଫଳରେ ଏଭଳି ଅଘଟଣ ଘଟିଥିଲା। ତୁରନ୍ତ ଗୁରୁତର ଅବସ୍ଥାରେ ଦୁଇ ଶ୍ରମିକଙ୍କୁ କାମକ୍ଷାନଗର ହସ୍ପିଟାଲରେ ଭର୍ତ୍ତି […]

କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଜଳିଗଲେ ୨ ଶ୍ରମିକ I ଘର ତିଆରିବେଳେ ବିଦ୍ୟୁତ ସର୍ଟ ସର୍କିଟରେ ୨ ଶ୍ରମିକ ଜଳିଯାଇ ଥିବା ସୂଚନା ମିଳିଛି I ତୁମୁସିଂହା ଥାନା ଆଲୁଅଝରଣ ଗାଁରେ ଏହି ଅଘଟଣ ଘଟିଛି । ଶ୍ରମିକ ଦୁଇଜଣ ଘର ତିଆରି କାମ ବେଳେ ରଡ୍ ବାନ୍ଧୁଥିଲେ। କୌଣସି କାରଣ ବଶତଃ ଉଭୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଫଳରେ ଏଭଳି ଅଘଟଣ ଘଟିଥିଲା। ତୁରନ୍ତ ଗୁରୁତର ଅବସ୍ଥାରେ ଦୁଇ ଶ୍ରମିକଙ୍କୁ କାମକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।