ବିନିକାରେ ପରେଡ୍ ଅଭିବାଦନ ଗ୍ରହଣ କରି ଉଦ୍‌ବୋଧନ ଦେଲେ ବୀରମହାରାଜପୁର ବିଧାୟକ

ବିନିକା ୧୫।୮: ସୁବର୍ଣ୍ଣପରୁ ଜିଲ୍ଲା ବିନିକା ସହର ସିଦ୍ଧାର୍ଥ ମହାବିଦ୍ୟାଳୟ ଖେଳପଡ଼ିଆ ଠାରେ ୭୮ତମ ଜିଲ୍ଲା ସ୍ବାଧିନତା ଦିବସ ପାଳିତ ହୋଇଛି । ଏହି ଅବସରରେ ବୀରମହାରାଜପୁର ବିଧାୟକ ରାଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି । ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ, ଜନତାଙ୍କୁ ବିଧାୟକ ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ ଜିଲ୍ଲା ପୋଲିସ, ହୋମଗାର୍ଡ, ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କଲେଜର ସ୍କାଉଟ୍ ମୋଟ୍ ୧୨ଟି ଦଳ ପରେଡରେ ଭାଗ ନେଇଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଦେଶାତ୍ମକବୋଧକ ସଙ୍ଗୀତ ଉପରେ ନୃତ୍ୟ ପରିବେଷଣ କରାଯାଇଥିଲା lYou Can Read:ବ୍ରିଟିଶ ଶାସନର ବର୍ବରତା ବଖାଣିଲେ ୯୮ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀ କେଶବ ପାଣିଗ୍ରାହୀ

ବିନିକାରେ ପରେଡ୍ ଅଭିବାଦନ ଗ୍ରହଣ କରି ଉଦ୍‌ବୋଧନ ଦେଲେ ବୀରମହାରାଜପୁର ବିଧାୟକ

ବିନିକା ୧୫: ସୁବର୍ଣ୍ଣପରୁ ଜିଲ୍ଲା ବିନିକା ସହର ସିଦ୍ଧାର୍ଥ ମହାବିଦ୍ୟାଳୟ ଖେଳପଡ଼ିଆ ଠାରେ ୭୮ତମ ଜିଲ୍ଲା ସ୍ବାଧିନତା ଦିବସ ପାଳିତ ହୋଇଛି । ଏହି ଅବସରରେ ବୀରମହାରାଜପୁର ବିଧାୟକ ରାଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି । ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ, ଜନତାଙ୍କୁ ବିଧାୟକ ଉଦ୍‌ବୋଧନ ଦେଇଛନ୍ତି । 

ଏହି ଅବସରରେ ଜିଲ୍ଲା ପୋଲିସ, ହୋମଗାର୍ଡ, ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କଲେଜର ସ୍କାଉଟ୍ ମୋଟ୍ ୧୨ଟି ଦଳ ପରେଡରେ ଭାଗ ନେଇଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଦେଶାତ୍ମକବୋଧକ ସଙ୍ଗୀତ ଉପରେ ନୃତ୍ୟ ପରିବେଷଣ କରାଯାଇଥିଲା l

You Can Read:

ବ୍ରିଟିଶ ଶାସନର ବର୍ବରତା ବଖାଣିଲେ ୯୮ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀ କେଶବ ପାଣିଗ୍ରାହୀ