ବିନୋଦ ଶୁକ୍ଳାଙ୍କୁ ଜ୍ଞାନପୀଠ: ଛତିଶଗଡ଼ର ପ୍ରଥମ ସାହିତ୍ୟିକ ଭାବେ ପାଇବେ ଜ୍ଞାନପୀଠ ପୁରସ୍କାର
ନୂଆଦିଲ୍ଲୀ: ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ବିନୋଦ ଶୁକ୍ଳା ପାଇବେ ଜ୍ଞାନପୀଠ ପୁରସ୍କାର। ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତ୍ୟିକ ହେଉଛନ୍ତି ବିନୋଦ ଶୁକ୍ଳା। ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପାଇବାକୁ ମନୋନୀତ ହୋଇଛନ୍ତି।୨୦୨୪ ବର୍ଷ ପାଇଁ ଗଠିତ ଚୟନ କମିଟି ପକ୍ଷରୁ ନାମ ଘୋଷଣା କରାଯାଇଛି। ଛତିଶଗଡ଼ର ପ୍ରଥମ ସାହିତ୍ୟିକ ଭାବେ ପାଇବେ ଜ୍ଞାନପୀଠ ପୁରସ୍କାର ପାଇବାକୁ ଯାଉଛନ୍ତି ବିନୋଦ ଶୁକ୍ଳା। ସାହିତ୍ୟ କ୍ଷେତ୍ରରେ ନିଜର ସୃଜନଶୀଳତା ଦେଖାଇ ପାରିଛନ୍ତି ବିନୋଦ।ହିନ୍ଦୀ ସାହିତ୍ୟିକ ଜଗତରେ ସ୍ବତନ୍ତ୍ର ସ୍ଥାନ ତିଆରି […]

ନୂଆଦିଲ୍ଲୀ: ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ବିନୋଦ ଶୁକ୍ଳା ପାଇବେ ଜ୍ଞାନପୀଠ ପୁରସ୍କାର। ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତ୍ୟିକ ହେଉଛନ୍ତି ବିନୋଦ ଶୁକ୍ଳା। ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପାଇବାକୁ ମନୋନୀତ ହୋଇଛନ୍ତି।୨୦୨୪ ବର୍ଷ ପାଇଁ ଗଠିତ ଚୟନ କମିଟି ପକ୍ଷରୁ ନାମ ଘୋଷଣା କରାଯାଇଛି। ଛତିଶଗଡ଼ର ପ୍ରଥମ ସାହିତ୍ୟିକ ଭାବେ ପାଇବେ ଜ୍ଞାନପୀଠ ପୁରସ୍କାର ପାଇବାକୁ ଯାଉଛନ୍ତି ବିନୋଦ ଶୁକ୍ଳା। ସାହିତ୍ୟ କ୍ଷେତ୍ରରେ ନିଜର ସୃଜନଶୀଳତା ଦେଖାଇ ପାରିଛନ୍ତି ବିନୋଦ।ହିନ୍ଦୀ ସାହିତ୍ୟିକ ଜଗତରେ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି ବିନୋଦ।