ବିନ୍ଦୁସାଗରରେ ମହିଳାଙ୍କ ମୃତଦେହ
ଭୁବନେଶ୍ୱର,୧୫ା୩: ଭୁବନେଶ୍ୱର ବିନ୍ଦୁସାଗରରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ମିଳିଛି। ଆଜି ଭୋର୍ରୁ ମହିଳାଙ୍କ ମୃତଦେହ ବିନ୍ଦୁସାଗରରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି ତାଙ୍କୁ କେହି ତାଙ୍କୁ ହତ୍ୟା କରି ଏଠାରେ ପିଙ୍ଗିଦେଇଛି ସେନେଇ ପୋଲିସ ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନାହିଁ। The post ବିନ୍ଦୁସାଗରରେ ମହିଳାଙ୍କ ମୃତଦେହ appeared first on Dharitri Odia News.
ଭୁବନେଶ୍ୱର,୧୫ା୩: ଭୁବନେଶ୍ୱର ବିନ୍ଦୁସାଗରରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ମିଳିଛି। ଆଜି ଭୋର୍ରୁ ମହିଳାଙ୍କ ମୃତଦେହ ବିନ୍ଦୁସାଗରରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି ତାଙ୍କୁ କେହି ତାଙ୍କୁ ହତ୍ୟା କରି ଏଠାରେ ପିଙ୍ଗିଦେଇଛି ସେନେଇ ପୋଲିସ ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନାହିଁ।
The post ବିନ୍ଦୁସାଗରରେ ମହିଳାଙ୍କ ମୃତଦେହ appeared first on Dharitri Odia News.