ବିପଦ ସମୟରେ ହାତ ଛାଡିଦେଲା ଅମାନୁଷିକ ସ୍ୱାମୀ

ବିପଦ ସମୟରେ ହାତ ଛାଡିଦେଲା ଅମାନୁଷିକ ସ୍ୱାମୀ। ଯାହା ହାତ ଧରି ସାତଜନ୍ମ ପାଇଁ ଚାଲିବାର ଶପଥ ନେଇଥିଲା, ତାକୁ ଆଜି ରୋଗଗ୍ରସ୍ତ ଅବସ୍ଥାରେ ଏକୁଟିଆ ଛାଡିଗଲା। ଟଙ୍କା ଆଣିବ ବୋଲି କହି ଯାଇଛି ଯେ ଯାଇଛି, ମାସେ ହୋଇଗଲାଣି ।