ବିଫଳ ହେଲା ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ : ତୃତୀୟ ସୋପାନରେ ଉପୁଜିଲା ବାଧା

ସଫଳ ହେଲାନି ଇସ୍ରୋ ମିଶନ । ହୋଇପାରିଲାନି EOS-09 ଉପଗ୍ରହ ଉତକ୍ଷେପଣ । ଉତକ୍ଷେପଣ ବେଳେ ତୃତୀୟ ସୋପାନରେ ବାଧା ଉପୁଜିଛି । ୧୦୧ ତମ ସାଟେଲାଇଟ ଲଞ୍ଚ କରିଥିଲା ଇସ୍ରୋ । PSLV-C61 ରକେଟ ସୟାୟତାରେ ଉତକ୍ଷେପଣ ହୋଇଥିଲା । ସକାଳ ୫ଟା ୫୯ ମିନିଟ ବେଳେ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଲଞ୍ଚ ହୋଇଥିଲା । ତେବେ ଥାର୍ଡ ଷ୍ଟେଜରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଲଞ୍ଚ ସଫଳ ହୋଇନଥିବା ଇସ୍ରୋ […] The post ବିଫଳ ହେଲା ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ : ତୃତୀୟ ସୋପାନରେ ଉପୁଜିଲା ବାଧା appeared first on KNews Odisha.

ବିଫଳ ହେଲା ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ : ତୃତୀୟ ସୋପାନରେ ଉପୁଜିଲା ବାଧା
isro y

ସଫଳ ହେଲାନି ଇସ୍ରୋ ମିଶନ । ହୋଇପାରିଲାନି EOS-09 ଉପଗ୍ରହ ଉତକ୍ଷେପଣ । ଉତକ୍ଷେପଣ ବେଳେ ତୃତୀୟ ସୋପାନରେ ବାଧା ଉପୁଜିଛି । ୧୦୧ ତମ ସାଟେଲାଇଟ ଲଞ୍ଚ କରିଥିଲା ଇସ୍ରୋ । PSLV-C61 ରକେଟ ସୟାୟତାରେ ଉତକ୍ଷେପଣ ହୋଇଥିଲା । ସକାଳ ୫ଟା ୫୯ ମିନିଟ ବେଳେ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଲଞ୍ଚ ହୋଇଥିଲା । ତେବେ ଥାର୍ଡ ଷ୍ଟେଜରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଲଞ୍ଚ ସଫଳ ହୋଇନଥିବା ଇସ୍ରୋ ମୁଖ୍ୟ ଭି. ନାରାୟଣନ ସୂଚନା ଦେଇଛନ୍ତି ।

ISRO X ରେ ଏକ ପୋଷ୍ଟ ପୋଷ୍ଟ କରିଛି । ‘ଆଜି, ୧୦୧ତମ ପ୍ରକ୍ଷେପଣ, PSLV-C61ର ପ୍ରଦର୍ଶନ ଦ୍ୱିତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ସ୍ୱାଭାବିକ ଥିଲା ।’ ତୃତୀୟ ପର୍ଯ୍ୟାୟରେ ଏକ ସମସ୍ୟା ଯୋଗୁଁ, ମିଶନ୍ ସମାପ୍ତ ହୋଇପାରିଲା ନାହିଁ । ଏହାର ଅର୍ଥ ହେଉଛି ରକେଟର ତୃତୀୟ ପର୍ଯ୍ୟାୟରେ କିଛି ତ୍ରୁଟି ହୋଇଛି । ଏହି କାରଣରୁ ମିଶନ ବିଫଳ ହୋଇଥିଲା ।

ଅନ୍ୟପଟେ ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା ପରେ ସୀମାରେ ଅନୁପ୍ରବେଶ ଘଟଣା ପୁଣି ଚିନ୍ତାର ବିଷୟ ପାଲଟିଛି । ଏପରିସ୍ଥିତିରେ EOS-09 ଉପଗ୍ରହ ଉତକ୍ଷେପଣ ପରେ ସୀମା ଉପରେ ଆହୁରି କଡ଼ା ଦୃଷ୍ଟି ରଖାଯାଇଛି । ଏହା ଇସ୍ରୋର ୧୦୧ତମ ଉପଗ୍ରହ ଉତକ୍ଷେପଣ ହେବ ।

 

 

ଆହୁରି ପଢନ୍ତୁ : ଶାନ୍ତିବାର୍ତ୍ତା ପରେ ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷ, ଯାତ୍ରୀବାହୀ ବସ୍ ଉପରକୁ କଲା ଟାର୍ଗେଟ : ୯ ମୃତ

The post ବିଫଳ ହେଲା ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ : ତୃତୀୟ ସୋପାନରେ ଉପୁଜିଲା ବାଧା appeared first on KNews Odisha.