ବିବାହ ଋତୁରେ ଚିନ୍ତା ବଢାଉଛି ସୁନାଦର: ୨୪ କ୍ୟାରେଟ୍ ସୁନା ୭୯ ହଜାର ପାର୍
କନକ ବ୍ୟୁରୋ: ବିବାହ ଋତୁରେ ସୁନାଦର ଦେଖି ଡର ଲାଗିଲାଣି। ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶଗ୍ରାମ ପିଛା ୭୯ହଜାରରୁ ଅଧିକ ରହିଛି। ସୁନାଦର ବୃଦ୍ଧି ପଛରେ ଅନେକ କାରଣ ରହିଛି। ଆଗକୁ ବି ଦର ବଢିବା ଅନୁମାନ କରିଛନ୍ତି ବିଶେଷଜ୍ଞ। ବିବାହ ଋତୁରେ ସୁନାଦର ଦେଖି ଡର ଲାଗିଲାଣି । ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶଗ୍ରାମ ପିଛା ୭୯ହଜାରରୁ ଅଧିକ ରହିଛି । ସୁନାଦର ବୃଦ୍ଧି ପଛରେ ଅନେକ କାରଣ ରହିଛି । ଆଗକୁ ବି ଦର ବଢିବା ଅନୁମାନ କରିଛନ୍ତି ବିଶେଷଜ୍ଞ। ବିବାହ ଋତୁରେ ଚିନ୍ତା ବଢାଇଛି ସୁନା ଦର। କମିବାର ନାଁ ନେଉନି, ଦିନକୁ ଦିନ ଦର ବଢିବାରେ ଲାଗିଛି। ସୁନା ଦରରେ ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୭୩ ହଜାର ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦର ରହିଛି ୭୯ ହଜାର ୬ ଶହ ଟଙ୍କା। କେବଳ ଭୁବନେଶ୍ବର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ସୁନା ଦରରେ ବୃଦ୍ଧି ହୋଇଛି। ସୁନା ଦର ବୃଦ୍ଧ ପକେଟ ଉପରେ ପ୍ରଭାବ ପକାଉଛି । ତେବେ କାହିଁକି ବଢ଼ୁଛି ସୁନା ଦର । ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ସୁନା ଦର ବୃଦ୍ଧିର କାରଣ - ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା -ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା-ଭାରତରେ ସୁନାର ଚାହିଦା ବଢୁଛି-ସେୟାର ବଜାର ହ୍ରାସ, ସୁନା ଉପରେ ନିବେଶକଙ୍କ ଭରସା - ଋଷ ସହ ୟୁକ୍ରେନ ଓ ହମାସ ସହ ଇସ୍ରାଲର ଯୁଦ୍ଧର ପ୍ରଭାବ ବର୍ତ୍ତମ

କନକ ବ୍ୟୁରୋ: ବିବାହ ଋତୁରେ ସୁନାଦର ଦେଖି ଡର ଲାଗିଲାଣି। ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶଗ୍ରାମ ପିଛା ୭୯ହଜାରରୁ ଅଧିକ ରହିଛି। ସୁନାଦର ବୃଦ୍ଧି ପଛରେ ଅନେକ କାରଣ ରହିଛି। ଆଗକୁ ବି ଦର ବଢିବା ଅନୁମାନ କରିଛନ୍ତି ବିଶେଷଜ୍ଞ।
ବିବାହ ଋତୁରେ ସୁନାଦର ଦେଖି ଡର ଲାଗିଲାଣି । ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶଗ୍ରାମ ପିଛା ୭୯ହଜାରରୁ ଅଧିକ ରହିଛି । ସୁନାଦର ବୃଦ୍ଧି ପଛରେ ଅନେକ କାରଣ ରହିଛି । ଆଗକୁ ବି ଦର ବଢିବା ଅନୁମାନ କରିଛନ୍ତି ବିଶେଷଜ୍ଞ।
ବିବାହ ଋତୁରେ ଚିନ୍ତା ବଢାଇଛି ସୁନା ଦର। କମିବାର ନାଁ ନେଉନି, ଦିନକୁ ଦିନ ଦର ବଢିବାରେ ଲାଗିଛି। ସୁନା ଦରରେ ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୭୩ ହଜାର ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦର ରହିଛି ୭୯ ହଜାର ୬ ଶହ ଟଙ୍କା। କେବଳ ଭୁବନେଶ୍ବର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ସୁନା ଦରରେ ବୃଦ୍ଧି ହୋଇଛି।
ସୁନା ଦର ବୃଦ୍ଧ ପକେଟ ଉପରେ ପ୍ରଭାବ ପକାଉଛି । ତେବେ କାହିଁକି ବଢ଼ୁଛି ସୁନା ଦର । ଅର୍ଥନୀତି ବିଶେଷଜ୍ଞଙ୍କ ମତରେ
ସୁନା ଦର ବୃଦ୍ଧିର କାରଣ
- ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା
-ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା
-ଭାରତରେ ସୁନାର ଚାହିଦା ବଢୁଛି
-ସେୟାର ବଜାର ହ୍ରାସ, ସୁନା ଉପରେ ନିବେଶକଙ୍କ ଭରସା
- ଋଷ ସହ ୟୁକ୍ରେନ ଓ ହମାସ ସହ ଇସ୍ରାଲର ଯୁଦ୍ଧର ପ୍ରଭାବ
ବର୍ତ୍ତମାନ ସୁନା ଦର ବଢିବାରେ ଲାଗିଛି । ୨୦୨୦୫ ଶେଷ ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଚ୍ଛା ୯୦ ହଜାର ଅତିକ୍ରମ କରିପାରେ ବୋଲି ବିଶେଷଜ୍ଞ ଆକଳନ କଲେଣି ।