ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ପାଇଁ ଦୁଷ୍କର୍ମ, ଟିଏମସି ସାଂସଦଙ୍କ ବିବାଦୀୟ ବୟାନ

ଜନୈକ ଛାତ୍ର ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ତେବେ ଯୁବତୀ ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ଯୁବତୀ ଜଣଙ୍କୁ ସିକ୍ୟୁରିଟି ଗାର୍ଡଙ୍କ ରୁମକୁ ନେଇ ଦୁଷ୍କର୍ମ କରିଥିଲେ।

ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ପାଇଁ ଦୁଷ୍କର୍ମ, ଟିଏମସି ସାଂସଦଙ୍କ ବିବାଦୀୟ ବୟାନ
Array