ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ
ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍ ଏହି ସମୟରେ ବାଣ ପଡ଼ି ଏକ ଘର ଜଳିଯିବା ସହ ଘରେ ଥିବା ୬ ଜଣ ଜିଅନ୍ତା ଜଳିଯାଇଛନ୍ତି। ମୃତକ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଘରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ତାହା ବିସ୍ଫୋରଣ ହୋଇଥିଲା। ଏହାପରେ ଦୁଆରେ ଥିବା ଏକ ଡିଜେଲ ଡ୍ରମ୍ରେ ନିଆଁ ଲାଗି […] The post ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ appeared first on Dharitri Odia News.
ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍ ଏହି ସମୟରେ ବାଣ ପଡ଼ି ଏକ ଘର ଜଳିଯିବା ସହ ଘରେ ଥିବା ୬ ଜଣ ଜିଅନ୍ତା ଜଳିଯାଇଛନ୍ତି। ମୃତକ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।
ଘରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ତାହା ବିସ୍ଫୋରଣ ହୋଇଥିଲା। ଏହାପରେ ଦୁଆରେ ଥିବା ଏକ ଡିଜେଲ ଡ୍ରମ୍ରେ ନିଆଁ ଲାଗି ଯାଇଥିଲା ଚାହୁଁଚାହୁଁ ପରିବାରର ୬ ଜଣ ଯାକ ଜଳିଯାଇଥିଲେ। ଏମାନଙ୍କ ମଧ୍ୟରେ ୩ ଜଣ ଶିଶୁ ମଧ୍ୟ ଅଛନ୍ତି।
The post ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ appeared first on Dharitri Odia News.