ଓଡ଼ିଶା: ଆଜିର ଫଟୋ ( ୨୬ ଜୁଲାଇ, ୨୦୨୪ )

ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀର କିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଚିଫ ଜଷ୍ଟିସ ଚକ୍ରଧାରି ଶରଣ ସିଂଙ୍କ ସମେତ ହାଇକୋର୍ଟର ବିଚାରପତି ଓ ଆଇନଜୀବୀ ବୃନ୍ଦ   କଟକସ୍ଥିତ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଚିତ୍ରକଳା ଓ ବିଜ୍ଞାନ ପ୍ରଦର୍ଶନୀ ବୁଲି ଦେଖୁଥିବା ଛାତ୍ରୀଛାତ୍ରମାନେ   କଟକ କିଲ୍ଲା ଫୋର୍ଟ ସ୍ଥିତ ମ୍ୟୁଜିଅମ ଅଫ ଜଷ୍ଟିସ ପରିସରରେ କାଫେଟେରିଆକୁ ଚିଫ ଜଷ୍ଟିସ […] The post ଓଡ଼ିଶା: ଆଜିର ଫଟୋ ( ୨୬ ଜୁଲାଇ, ୨୦୨୪ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ ( ୨୬ ଜୁଲାଇ, ୨୦୨୪ )

ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀର କିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଚିଫ ଜଷ୍ଟିସ ଚକ୍ରଧାରି ଶରଣ ସିଂଙ୍କ ସମେତ ହାଇକୋର୍ଟର ବିଚାରପତି ଓ ଆଇନଜୀବୀ ବୃନ୍ଦ

 

କଟକସ୍ଥିତ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଚିତ୍ରକଳା ଓ ବିଜ୍ଞାନ ପ୍ରଦର୍ଶନୀ ବୁଲି ଦେଖୁଥିବା ଛାତ୍ରୀଛାତ୍ରମାନେ

 

କଟକ କିଲ୍ଲା ଫୋର୍ଟ ସ୍ଥିତ ମ୍ୟୁଜିଅମ ଅଫ ଜଷ୍ଟିସ ପରିସରରେ କାଫେଟେରିଆକୁ ଚିଫ ଜଷ୍ଟିସ ଚକ୍ରଧାରି ଶରଣ ସିଂ ଉପସ୍ଥିତ ବିଚାରପତିଙ୍କ ଗହଣରେ ଉଦଘାଟନ କରୁଛନ୍ତି

ନର୍ଦ୍ଦମା ଜଳରେ ଭର୍ତ୍ତି ହୋଇଯାଇଛି ପୁରୀ ଅଠର ନଳା ମୂଷା ନଈ

ଭୁବନେଶ୍ୱର ରେଲୱେ ଷ୍ଟେସନରେ ମାଲବାହୀ ଗାଡ଼ି ଲାଇନଚ୍ୟୁତ

 

ଭୁବନେଶ୍ୱରରେ ୱାର୍ଲଡ ଟ୍ରେଡ଼ ସେଣ୍ଟର ପକ୍ଷରୁ ଆୟୋଜିତ ‘ୱାର୍ଲଡ ଟ୍ରେଡ଼ ଡେ’ ପାଳନ ଅବସରରେ ଯୋଗ ଦେଇଛନ୍ତି ଡେପୁଟି ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

The post ଓଡ଼ିଶା: ଆଜିର ଫଟୋ ( ୨୬ ଜୁଲାଇ, ୨୦୨୪ ) appeared first on Dharitri Odia News.