ବିବାହର ୧୫ ଦିନରେ ସ୍ୱାମୀକୁ ହାଣିଦେଲା ସ୍ତ୍ରୀ

ସାତ ଜନ୍ମ ପାଇଁ ଯାହା ସହ ସାଥୀ ହୋଇ ରହିବାକୁ କଥା ଦେଇଥିଲା । ୧୫ ଦିନ ଭିତରେ ସବୁ ଭୁଲିଗଲା । ନିଜ ହାତରେ ନିଜେ ପୋଛିଦେଲା ମଥା ସିନ୍ଦୁର ।

ବିବାହର ୧୫ ଦିନରେ ସ୍ୱାମୀକୁ ହାଣିଦେଲା ସ୍ତ୍ରୀ
Array