ବିଭିନ୍ନ ଦାବି ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଉପଭୋକ୍ତା

ନିରାକାରପୁର,୩୦।୮(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ଦାଦି ନେଇ ୭/୮ ଟି ପଞ୍ଚାୟତର ସହ ସହ ଉପଭୋକ୍ତା ମାନେ ନିରାକାରପୁର ବିଦ୍ୟୁତ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମାନରେ ଆଜି ଧାରଣା ଦେଇଛନ୍ତି। ଧାରଣା କରି ଉପଭୋକ୍ତାମାନେ ଅଭିଯୋଗ କରୁଛନ୍ତି, ଟାଟା କମ୍ପାନୀ ବିଦ୍ୟୁତ ସେବା ଦାୟିତ୍ୱ ନେବାଠାରୁ ଉପୋଭୋକ୍ତାମାନଙ୍କୁ ସଠିକ ସେବା ଦେଉନାହିଁ। ଅହରହ ତିନିଦିନ ହେଲେ ଅଞ୍ଚଳବାସୀ ଘୋର ଅନ୍ଧାରରେ ରହିଛନ୍ତି। ବିଦ୍ୟୁତ କାଟ ଯୋଗୁ ପିଲା ପାଠପଢି ପାରୁନାହାନ୍ତି ଏବଂ ଲୋକେ ପିଇବା ପାଣି […] The post ବିଭିନ୍ନ ଦାବି ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଉପଭୋକ୍ତା appeared first on Dharitri Odia News.

ବିଭିନ୍ନ ଦାବି ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଉପଭୋକ୍ତା

ନିରାକାରପୁର,୩୦।୮(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ଦାଦି ନେଇ ୭/୮ ଟି ପଞ୍ଚାୟତର ସହ ସହ ଉପଭୋକ୍ତା ମାନେ ନିରାକାରପୁର ବିଦ୍ୟୁତ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମାନରେ ଆଜି ଧାରଣା ଦେଇଛନ୍ତି। ଧାରଣା କରି ଉପଭୋକ୍ତାମାନେ ଅଭିଯୋଗ କରୁଛନ୍ତି, ଟାଟା କମ୍ପାନୀ ବିଦ୍ୟୁତ ସେବା ଦାୟିତ୍ୱ ନେବାଠାରୁ ଉପୋଭୋକ୍ତାମାନଙ୍କୁ ସଠିକ ସେବା ଦେଉନାହିଁ। ଅହରହ ତିନିଦିନ ହେଲେ ଅଞ୍ଚଳବାସୀ ଘୋର ଅନ୍ଧାରରେ ରହିଛନ୍ତି। ବିଦ୍ୟୁତ କାଟ ଯୋଗୁ ପିଲା ପାଠପଢି ପାରୁନାହାନ୍ତି ଏବଂ ଲୋକେ ପିଇବା ପାଣି ପାଣି ପାଇପାରୁନାଁହାନ୍ତି। ଏ ଅସୁବିଧାନେଇ ଖୋର୍ଦ୍ଧା ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଏ ସବୁ ଅଭିଯୋଗ କରିଥିଲେ ହିଁ ତାହାକୁ ସେ ଶୁଣୁନାଁହାନ୍ତି ଏବଂ ଆମ ପାଖରେ ଥିବା ବିଦ୍ୟୁତ ଷ୍ଟକଚର ହୋଇଛି ଅଥଚ ସେଥିରୁ ଅମାକୁୁ ବିଦ୍ୟୁତ ନ ଦିଆଯାଇ ମେଗା ପ୍ରୋଜେକ୍ଟକୁ ଦେଇଛନ୍ତି। ଏହାର ପ୍ରତିବାଦରେ ଅହରହ ଧାରଣା ଜାରି ରହିଛି।

The post ବିଭିନ୍ନ ଦାବି ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଉପଭୋକ୍ତା appeared first on Dharitri Odia News.