ବିମାନବନ୍ଦରରୁ ସରୀସୃପ ଉଦ୍ଧାର

ଭୁବନେଶ୍ୱର :ବିମାନ ଯୋଗେ ଚାଲୁଥିଲା ଜନ୍ତୁ ତସ୍କରୀ । ଭୁବନେଶ୍ୱର ବିମାନବନ୍ଦରରୁ ସରୀସୃପ ଉଦ୍ଧାର । ବିସ୍କୁଟ ଡବାରେ ଭର୍ତି ହୋଇ ଚାଲାଣ ହେଉଥିବା ବେଳେ ୯ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରାଯାଇଛି । ବ୍ୟାଙ୍କକ୍‌ରୁ ଚେନ୍ନାଇ ଭାୟା ଭୁବନେଶ୍ୱର ଦେଇ ହେଉଥିଲା ଚାଲାଣ । ଚେନ୍ନାଇର ଜଣେ ଯୁବକଙ୍କୁ ଅଟକ ରଖି କଷ୍ଟମ ବିଭାଗର ପଚରାଉଚରା ଜାରି ରହିଛି । ସିଟି ଫରେଷ୍ଟର ଟିମ୍ ଜରିଆରେ ତଦନ୍ତ ଜାରି ରହିଛି […]

ବିମାନବନ୍ଦରରୁ ସରୀସୃପ ଉଦ୍ଧାର
ବିମାନବନ୍ଦରରୁ ସରୀସୃପ ଉଦ୍ଧାର

ଭୁବନେଶ୍ୱର :ବିମାନ ଯୋଗେ ଚାଲୁଥିଲା ଜନ୍ତୁ ତସ୍କରୀ । ଭୁବନେଶ୍ୱର ବିମାନବନ୍ଦରରୁ ସରୀସୃପ ଉଦ୍ଧାର । ବିସ୍କୁଟ ଡବାରେ ଭର୍ତି ହୋଇ ଚାଲାଣ ହେଉଥିବା ବେଳେ ୯ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରାଯାଇଛି । ବ୍ୟାଙ୍କକ୍‌ରୁ ଚେନ୍ନାଇ ଭାୟା ଭୁବନେଶ୍ୱର ଦେଇ ହେଉଥିଲା ଚାଲାଣ । ଚେନ୍ନାଇର ଜଣେ ଯୁବକଙ୍କୁ ଅଟକ ରଖି କଷ୍ଟମ ବିଭାଗର ପଚରାଉଚରା ଜାରି ରହିଛି । ସିଟି ଫରେଷ୍ଟର ଟିମ୍ ଜରିଆରେ ତଦନ୍ତ ଜାରି ରହିଛି ।

ସୂଚନାନୁସରେ,ବ୍ୟାଙ୍କକରୁ ଭୁବନେଶ୍ୱର ଦେଇ ଚେନ୍ନାଇ ହେଉଥିଲା ଚାଲାଣ । ଏହି ସମୟରେ ଏକ ବିସ୍କୁଟ ଡବାରେ ଭର୍ତ୍ତୀ  ହୋଇ ୯ ଟି କାଲିଫର୍ଣ୍ଣିଆ କିଙ୍ଗ ସ୍ନେକ ସହିତ ୧୦ ଟି ଗୋଧି ଏବଂ ୧୨ ଟି କଇଁଛ ଉଦ୍ଧାର ହୋଇଛି ।   ଚେକିଂ ସମୟରେ କଷ୍ଟମ ବିଭାଗ ହାତରେ ଧରା ପଡ଼ିଥିଲେ ଚେନ୍ନାଇର ଜଣେ ଯୁବକ ଶଙ୍କର ମୁର୍ଗନ୍ । ସେ ବିକ୍ରି ପାଇଁ ପାଇଁ ଲଗେଜରେ ଭର୍ତ୍ତି କରି ଆଣିଥିଲେ । ଯୁବକ ଅଟକ ରହିଥିବାବେଳେ ସିଟି ଫରେଷ୍ଟର ତଦନ୍ତ ଜାରି ରଖିଛି ।