ବିମାନରେ ଯାତ୍ରା କରୁଛନ୍ତି କି ଆସିଲା ଖୁସିଖବର: ୧୪ ବନ୍ଦରରେ ଡିଜି ସର୍ଭିସ, ଭୁବନେଶ୍ୱର….

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଡିଜି ଯାତ୍ରା ସର୍ଭିସ ନେଇ ଯୋଜନା ପ୍ରସ୍ତୁତି ହୋଇଛି। ଚଳିତ ବର୍ଷ ଦେଶର ୧୪ ନୂଆ ବିମାନ ବନ୍ଦରରେ ଏହି ସେବା ଆରମ୍ଭ କରାଯିବ। ଏଥିରେ ବିମାନ ଯାତ୍ରୀ ଉପକୃତ ହୋଇପାରିବେ। ଏହାଦ୍ବାରା ଯାତ୍ରୀଙ୍କୁ ଚେକ-ଇନରେ କମ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିବ। ସମ୍ପ୍ରତି ଏହି ସେବା ଦେଶର ଦିଲ୍ଲୀ, ମୁମ୍ବାଇ ସମେତ ୧୩ଟି ବିମାନ ବନ୍ଦରରେ ଊପଲବ୍ଧ ହେଉଛି। କେନ୍ଦ୍ରୀୟ ବେସମାରିକ ବିମାନ ମନ୍ତ୍ରଣାଳୟ ଅନୁସାରେ […] The post ବିମାନରେ ଯାତ୍ରା କରୁଛନ୍ତି କି ଆସିଲା ଖୁସିଖବର: ୧୪ ବନ୍ଦରରେ ଡିଜି ସର୍ଭିସ, ଭୁବନେଶ୍ୱର…. appeared first on Dharitri Odia News.

ବିମାନରେ ଯାତ୍ରା କରୁଛନ୍ତି କି ଆସିଲା ଖୁସିଖବର: ୧୪ ବନ୍ଦରରେ ଡିଜି ସର୍ଭିସ, ଭୁବନେଶ୍ୱର….

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଡିଜି ଯାତ୍ରା ସର୍ଭିସ ନେଇ ଯୋଜନା ପ୍ରସ୍ତୁତି ହୋଇଛି। ଚଳିତ ବର୍ଷ ଦେଶର ୧୪ ନୂଆ ବିମାନ ବନ୍ଦରରେ ଏହି ସେବା ଆରମ୍ଭ କରାଯିବ। ଏଥିରେ ବିମାନ ଯାତ୍ରୀ ଉପକୃତ ହୋଇପାରିବେ। ଏହାଦ୍ବାରା ଯାତ୍ରୀଙ୍କୁ ଚେକ-ଇନରେ କମ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିବ। ସମ୍ପ୍ରତି ଏହି ସେବା ଦେଶର ଦିଲ୍ଲୀ, ମୁମ୍ବାଇ ସମେତ ୧୩ଟି ବିମାନ ବନ୍ଦରରେ ଊପଲବ୍ଧ ହେଉଛି।
କେନ୍ଦ୍ରୀୟ ବେସମାରିକ ବିମାନ ମନ୍ତ୍ରଣାଳୟ ଅନୁସାରେ ଚଳିତ ବର୍ଷ ଡିଜି ଯାତ୍ରା ସର୍ଭିସ ଚେନ୍ନାଇ, ଭୁବନେଶ୍ବର, କୋଏମ୍ବାଟୁର, ମୋପା ଗୋଆ, ପଟନା, ଡାବୋଲିଙ୍ଗ, ଗୋଆ, ଇନ୍ଦୋର, ବାଗଡୋଗାରା, ଚଣ୍ଡିଗଡ଼, ରାଞ୍ଚି, ନାଗପୁର, ରାୟପୁର, ଶ୍ରୀନଗର ଏବଂ ବିଶାଖାପଟ୍ଟନମ ଆଦି ବିମାନ ବନ୍ଦରରେ ଉପଲବ୍ଧ ହେବ। ମାର୍ଚ୍ଚ ଶେଷ ସୁଦ୍ଧା ସର୍ବ ପ୍ରଥମେ ଚେନ୍ନାଇ ବନ୍ଦରରେ ଏହା ଉପଲବ୍ଧ ହେବ।

The post ବିମାନରେ ଯାତ୍ରା କରୁଛନ୍ତି କି ଆସିଲା ଖୁସିଖବର: ୧୪ ବନ୍ଦରରେ ଡିଜି ସର୍ଭିସ, ଭୁବନେଶ୍ୱର…. appeared first on Dharitri Odia News.