ବିରାଟଙ୍କ ସାଙ୍ଗମାନଙ୍କ ସହ ଅନୁଷ୍କା ସେଲିବ୍ରେଟ୍ କଲେ ବର୍ଥଡେ, ପାର୍ଟିରେ ନଥିଲେ ବିଟାଉନ୍ କୌଣସି ତାରକା ?

ମୁମ୍ଵାଇ ୦୩।୦୫: ୧ ମେ’ରେ ଅନୁଷ୍କା ଶର୍ମାଙ୍କ ବର୍ଥଡେ ଥିଲା । ଏହି ସ୍ପେଶାଲ ଦିନରେ ସ୍ଵାମୀ ବିରାଟ କୋହଲି କିଛି ସ୍ଵନା କିଛି ସତନ୍ତ୍ର କରି ଥାଆନ୍ତି। କ୍ରିକେଟ୍‌ର ଇନଷ୍ଟାରେ ପତ୍ନୀଙ୍କ ଜନ୍ମଦିନରେ ସେଲିବ୍ରେସନର ଝଲକ ଦେଖାଇଛନ୍ତି। ସେ ବେଙ୍ଗାଲୁରୁର ରେଷ୍ଟୁରାଣ୍ଟ LUPAର ମେନ୍ୟୁର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଲେଖା ହୋଇଛି ସେଲିବ୍ରେଟିଂ ଅନୁଷ୍କା…ରେଷ୍ଟୁରାଣ୍ଟର ସୁନ୍ଦର ଖାଦ୍ୟ ପାଇଁ ମନୁ ଚନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ସେ ଲେଖିଛନ୍ତି ଏ ଆମ ଜୀବନର ସବୁଠାରୁ ବେଷ୍ଟ ଫୁଡ୍‌ରୁ ଗୋଟିଏ। ଅନୁଷ୍କାଙ୍କ ଇଣ୍ଟିମେଣ୍ଟ ଜନ୍ମଦିନ ପାର୍ଟିରେ ବଲିଉଡ୍‌ର କୌଣସି ତାରକା ନାହାନ୍ତି। କିନ୍ତୁ ବିରାଟ ତାଙ୍କ ନିକଟତର ସାଙ୍ଗଙ୍କ ସହ ନଜର ଆସିଛନ୍ତି। ଫଟୋରେ ବ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ସହ ତାଙ୍କ ପତ୍ନି ବିନି ରମଣ ଓ ଫାପ୍‌ ଡୁପ୍ଲେସିଙ୍କୁ ଦେଖିବାକୁ ମିଳୁଛି। ସମସ୍ତେ ଅନୁଷ୍କାଙ୍କ ସହ ଡିନର ଏନଜୟ କରୁଥିବାର ନଜର ଆସିଛନ୍ତି । ଅନୁଷ୍କା ବିଟାଉନ୍‌ ଇଭେଣ୍ଟ ଓ ପାର୍ଟିରେ କମ୍‌ ଦେଖିବାକୁ ମିଳୁଛି। ପ୍ରାୟତଃ ସେ ସ୍ଵାମୀ ବିରାଟଙ୍କ ସହ କ୍ରିକେଟ୍‌ରଙ୍କ ପାର୍ଟି କିମ୍ଵା ଗେଟ୍‌ଟୁଗେଦରକୁ ଯାଉଛନ୍ତି।କହିବାକୁ ଗଲେ ଦ୍ଵିତୀୟ ଥର ମାଆ ହେବା ପରେ ପ୍ରଥମ ଥର ଅନୁଷ୍କାଙ୍କ ଫଟୋ ସାମ୍ନାକୁ ଆସିଛି । ଦେଖିଲେ ଲାଗୁଛି ସେ ପୁରାପୁରି ଫଟ୍‌ ଦେଖାଯାଉଛନ୍ତି । ଅନୁଷ୍କା ଏବେ ଯାଏଁ ତାଙ୍କ ଦୁଇ ପିଲାଙ୍କ ମୁହଁ ରିଭିଲ୍‌

ବିରାଟଙ୍କ ସାଙ୍ଗମାନଙ୍କ ସହ ଅନୁଷ୍କା ସେଲିବ୍ରେଟ୍ କଲେ ବର୍ଥଡେ, ପାର୍ଟିରେ ନଥିଲେ ବିଟାଉନ୍ କୌଣସି ତାରକା ?

ମୁମ୍ଵାଇ ୦୩।୦୫: ୧ ମେ’ରେ ଅନୁଷ୍କା ଶର୍ମାଙ୍କ ବର୍ଥଡେ ଥିଲା । ଏହି ସ୍ପେଶାଲ ଦିନରେ ସ୍ଵାମୀ ବିରାଟ କୋହଲି କିଛି ସ୍ଵନା କିଛି ସତନ୍ତ୍ର କରି ଥାଆନ୍ତି। କ୍ରିକେଟ୍‌ର ଇନଷ୍ଟାରେ ପତ୍ନୀଙ୍କ ଜନ୍ମଦିନରେ ସେଲିବ୍ରେସନର ଝଲକ ଦେଖାଇଛନ୍ତି। ସେ ବେଙ୍ଗାଲୁରୁର ରେଷ୍ଟୁରାଣ୍ଟ LUPAର ମେନ୍ୟୁର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଲେଖା ହୋଇଛି ସେଲିବ୍ରେଟିଂ ଅନୁଷ୍କା…

ରେଷ୍ଟୁରାଣ୍ଟର ସୁନ୍ଦର ଖାଦ୍ୟ ପାଇଁ ମନୁ ଚନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ସେ ଲେଖିଛନ୍ତି ଏ ଆମ ଜୀବନର ସବୁଠାରୁ ବେଷ୍ଟ ଫୁଡ୍‌ରୁ ଗୋଟିଏ। ଅନୁଷ୍କାଙ୍କ ଇଣ୍ଟିମେଣ୍ଟ ଜନ୍ମଦିନ ପାର୍ଟିରେ ବଲିଉଡ୍‌ର କୌଣସି ତାରକା ନାହାନ୍ତି। କିନ୍ତୁ ବିରାଟ ତାଙ୍କ ନିକଟତର ସାଙ୍ଗଙ୍କ ସହ ନଜର ଆସିଛନ୍ତି। ଫଟୋରେ ବ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ସହ ତାଙ୍କ ପତ୍ନି ବିନି ରମଣ ଓ ଫାପ୍‌ ଡୁପ୍ଲେସିଙ୍କୁ ଦେଖିବାକୁ ମିଳୁଛି। ସମସ୍ତେ ଅନୁଷ୍କାଙ୍କ ସହ ଡିନର ଏନଜୟ କରୁଥିବାର ନଜର ଆସିଛନ୍ତି । ଅନୁଷ୍କା ବିଟାଉନ୍‌ ଇଭେଣ୍ଟ ଓ ପାର୍ଟିରେ କମ୍‌ ଦେଖିବାକୁ ମିଳୁଛି। ପ୍ରାୟତଃ ସେ ସ୍ଵାମୀ ବିରାଟଙ୍କ ସହ କ୍ରିକେଟ୍‌ରଙ୍କ ପାର୍ଟି କିମ୍ଵା ଗେଟ୍‌ଟୁଗେଦରକୁ ଯାଉଛନ୍ତି।

କହିବାକୁ ଗଲେ ଦ୍ଵିତୀୟ ଥର ମାଆ ହେବା ପରେ ପ୍ରଥମ ଥର ଅନୁଷ୍କାଙ୍କ ଫଟୋ ସାମ୍ନାକୁ ଆସିଛି । ଦେଖିଲେ ଲାଗୁଛି ସେ ପୁରାପୁରି ଫଟ୍‌ ଦେଖାଯାଉଛନ୍ତି । ଅନୁଷ୍କା ଏବେ ଯାଏଁ ତାଙ୍କ ଦୁଇ ପିଲାଙ୍କ ମୁହଁ ରିଭିଲ୍‌ କରି ନାହାନ୍ତି ।  ଫ୍ୟାନ୍ସ ଅକାୟ ଏବଂ ଭାମିକାଙ୍କ ଝଲ ଦେଖିବାକୁ ଅପେକ୍ଷା କରି ରହିଛନ୍ତି । ଏବେ ସେ ତାଙ୍କ କାମକୁ ଫେରିଛନ୍ତି।