ବିଲ ମଝିରେ ଚାଷୀଙ୍କ ଚିକିତ୍ସା କଲେ ଡାକ୍ତର

ପୁଣି ଚର୍ଚ୍ଚାରେ ଡାକ୍ତର ଶଙ୍କର ରାମଚନ୍ଦାନୀ।

ବିଲ ମଝିରେ ଚାଷୀଙ୍କ ଚିକିତ୍ସା କଲେ ଡାକ୍ତର

ଚାଷ କ୍ଷେତରେ ଡାକ୍ତରବାବୁ। କଥାଟା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏ ବ୍ୟକ୍ତିଙ୍କୁ ଦେଖି ଆପଣ ଜାଣି ସାରିବେନି, ଇଏ ହେଉଛନ୍ତି ସେହି ଟଙ୍କାକିଆ ଡାକ୍ତର ବାବୁ ଶଙ୍କର ରାମଚନ୍ଦାନୀ। ସେ ଚାଷୀ ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ପ୍ରଦାନ କରିଛନ୍ତି। ଏଥିସହିତ ଚାଷୀଙ୍କ ସ୍ନେହ ଆଶିର୍ବାଦ ମଧ୍ୟ ସାଉଁଟିଛନ୍ତି।