ବିଲରେ କାମ କରୁଥିଲେ, ଆକାଶରୁ ଖସିଲା ବଜ୍ର
ସମ୍ବଲପୁର ୨୧।୮: ବଜ୍ରାଘାତରେ ୩ ଜଣ ଗୁରୁତର । ସମ୍ବଲପୁର ମାନେଶ୍ବର ବ୍ଲକ ତବଲା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗୁରୁତରଙ୍କୁ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ବଲପୁର ମାନେଶ୍ବର ବ୍ଲକ ତବଲା ଗାଁର କିଛି ଲୋକ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ମାନେ ହେଲେ ଶ୍ରୀକାନ୍ତ ପ୍ରଧାନ, ସପ୍ନ ମୁଣ୍ଡା ଓ ସୁମନ୍ତ ମାଝୀ । ତେବେ ଗୁରୁତରଙ୍କୁ ସମ୍ବଲପୁର ସଦର ମେଡିକାଲକୁ ଅଣାଯାଇଛି । ସଦର ମେଡିକାଲରୁ ପୁଣି ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି ।You Can Read:ଦୂର ହେବ ସଙ୍କଟ, ସ୍ବାଭାବିକ ହେବା ଦର : ଆଇଗିଣିଆରେ ପହଞ୍ଚିଲା ପଶ୍ଚିମବଙ୍ଗ ଆଳୁ
ସମ୍ବଲପୁର ୨୧।୮: ବଜ୍ରାଘାତରେ ୩ ଜଣ ଗୁରୁତର । ସମ୍ବଲପୁର ମାନେଶ୍ବର ବ୍ଲକ ତବଲା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗୁରୁତରଙ୍କୁ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସମ୍ବଲପୁର ମାନେଶ୍ବର ବ୍ଲକ ତବଲା ଗାଁର କିଛି ଲୋକ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ମାନେ ହେଲେ ଶ୍ରୀକାନ୍ତ ପ୍ରଧାନ, ସପ୍ନ ମୁଣ୍ଡା ଓ ସୁମନ୍ତ ମାଝୀ । ତେବେ ଗୁରୁତରଙ୍କୁ ସମ୍ବଲପୁର ସଦର ମେଡିକାଲକୁ ଅଣାଯାଇଛି । ସଦର ମେଡିକାଲରୁ ପୁଣି ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି ।
You Can Read:
ଦୂର ହେବ ସଙ୍କଟ, ସ୍ବାଭାବିକ ହେବା ଦର : ଆଇଗିଣିଆରେ ପହଞ୍ଚିଲା ପଶ୍ଚିମବଙ୍ଗ ଆଳୁ