ବିଲେଇ ରାମ୍ପୁଡିବାରୁ ଚାଲିଗଲା ଜୀବନ
ବିଲେଇ ରାମ୍ପୁଡି ଦେବାରୁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ବିଲେଇ ସବୁଠାରୁ ଅଧିକ ଘରେ ପାଳୁଥିବା ପ୍ରାଣୀ ହୋଇଥିବାବେଳେ ଏହା ଯୋଗୁ କାହାର ମୃତ୍ୟୁ ହୋଇଯିବା ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏପରି ଘଟଣା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା ପୁରା ମାମଲା। ଏକ ବୁଲା ବିଲେଇ ରାମ୍ପୁଡି ଦେବାରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବୈଜ୍ଞାନିକଙ୍କନୁସାରେ ଆଲାକ୍ସାପୋକ୍ସ ଭାଇରାସ ସଂକ୍ରମଣ ଦ୍ୱାରା ଏପରି ଘଟଣା ଦେଖିବାକୁ ମିଳିଛି। ତେବେ ଏହା ପ୍ରଥମ ଘଟଣା ଯାହାଦ୍ୱାରା ଏହି ଭାଇରସ ସଂକ୍ରମଣରେ […] The post ବିଲେଇ ରାମ୍ପୁଡିବାରୁ ଚାଲିଗଲା ଜୀବନ appeared first on Dharitri Odia News.
ବିଲେଇ ରାମ୍ପୁଡି ଦେବାରୁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ବିଲେଇ ସବୁଠାରୁ ଅଧିକ ଘରେ ପାଳୁଥିବା ପ୍ରାଣୀ ହୋଇଥିବାବେଳେ ଏହା ଯୋଗୁ କାହାର ମୃତ୍ୟୁ ହୋଇଯିବା ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏପରି ଘଟଣା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା ପୁରା ମାମଲା।
ଏକ ବୁଲା ବିଲେଇ ରାମ୍ପୁଡି ଦେବାରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବୈଜ୍ଞାନିକଙ୍କନୁସାରେ ଆଲାକ୍ସାପୋକ୍ସ ଭାଇରାସ ସଂକ୍ରମଣ ଦ୍ୱାରା ଏପରି ଘଟଣା ଦେଖିବାକୁ ମିଳିଛି। ତେବେ ଏହା ପ୍ରଥମ ଘଟଣା ଯାହାଦ୍ୱାରା ଏହି ଭାଇରସ ସଂକ୍ରମଣରେ କାହାର ଜୀବନ ଯାଇଛି। ବିଲେଇ ରାମ୍ପୁଡିବାରୁ ଏହି ଭାଇରାସ ତାଙ୍କ ଶରୀରରେ ସଞ୍ଚରି ଯାଇଥିଲା। ଯେଉଁଥିରେ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଯିବାରୁ ମୃତ୍ୟୁ ହେଲା।
ତେବେ ଏହି ଭାଇରସ ସଂକ୍ରମିତ ହୋଇ ବ୍ୟାପେ କି ନାହିଁ ଏନେଇ ବୈଜ୍ଞାନିକଙ୍କ ପାଖରେ କୌଣସି ତଥ୍ୟ ନ ଥିବାବେଳେ ଘା’ ସ୍ଥାନକୁ ପଟିରେ ବାନ୍ଧି ରଖିଲେ ଏହାକୁ ସଂକ୍ରମଣକୁ ରୋକାଯାଇ ପାରିବ।
The post ବିଲେଇ ରାମ୍ପୁଡିବାରୁ ଚାଲିଗଲା ଜୀବନ appeared first on Dharitri Odia News.