ବିଲ୍ଡରଙ୍କୁ ହତ୍ୟା ମାମଲାରପର୍ଦ୍ଦାଫାସ

ଜମିବାଡି ବିବାଦରୁ ପିଟିପିଟି ହତ୍ୟା । ଏୟାରଫିଲ୍ଡ ଥାନା ପଧାନସାହି ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ବିଲ୍ଡର ସସ୍ମିତ ବିଶ୍ବାଳ ଓରଫ ଚିନୁଙ୍କୁ ହତ୍ୟାକରି ଗାଁ ଖେଳପଡିଆ ନିକଟ କାଜୁ ଜଙ୍ଗଲରେ ଫିଙ୍ଗିଦେଲେ।

ବିଲ୍ଡରଙ୍କୁ ହତ୍ୟା ମାମଲାରପର୍ଦ୍ଦାଫାସ
Array