ବିଶିମୁଣ୍ଡା ଛକରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ଅନେକ ଗୋରୁ ମୃତ

ସୋନପୁର ୨୨/୦୧: ସୁବର୍ଣ୍ଣପୁରରେ ଦେଖିବାକୁ ମିଳିଛି ନୃଶଂସ ଗୋରୁ ବେପାରୀ ଅମାନବୀୟ କାଣ୍ଡ । ସୋନପୁର ଥାନା ବିଶିମୁଣ୍ଡା ଛକରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର । ଟ୍ରକରେ ଥିବା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କଣ୍ଟେନରଟି ବଲାଙ୍ଗିର ଜିଲ୍ଲା ବୁର୍ଡା ଛକ ପଟୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଯାଉଥିବାବେଳେ ବିଶିମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଡ୍ରାଇଭର ଘଟଣା ସ୍ଥଳରୁ ଫେରାର କରିଥିବାବେଳେ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରାୟ ୪୦ ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ଜୀବିତ ଗୋରୁଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ପରେ ସୋନପୁର ପୋଲିସ ଘଟଣସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । you can also read... https://www.prameyanews7.com/botanical-garden-closed-form-some-day/ The post ବିଶିମୁଣ୍ଡା ଛକରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ଅନେକ ଗୋରୁ ମୃତ appeared first on Prameya News7.

ବିଶିମୁଣ୍ଡା ଛକରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ଅନେକ ଗୋରୁ ମୃତ

ସୋନପୁର ୨୨/୦୧: ସୁବର୍ଣ୍ଣପୁରରେ ଦେଖିବାକୁ ମିଳିଛି ନୃଶଂସ ଗୋରୁ ବେପାରୀ ଅମାନବୀୟ କାଣ୍ଡ । ସୋନପୁର ଥାନା ବିଶିମୁଣ୍ଡା ଛକରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର । ଟ୍ରକରେ ଥିବା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କଣ୍ଟେନରଟି ବଲାଙ୍ଗିର ଜିଲ୍ଲା ବୁର୍ଡା ଛକ ପଟୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଯାଉଥିବାବେଳେ ବିଶିମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଡ୍ରାଇଭର ଘଟଣା ସ୍ଥଳରୁ ଫେରାର କରିଥିବାବେଳେ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରାୟ ୪୦ ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ଜୀବିତ ଗୋରୁଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ପରେ ସୋନପୁର ପୋଲିସ ଘଟଣସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

you can also read...

https://www.prameyanews7.com/botanical-garden-closed-form-some-day/

The post ବିଶିମୁଣ୍ଡା ଛକରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ଅନେକ ଗୋରୁ ମୃତ appeared first on Prameya News7.