କଲଭର୍ଟରେ ପିଟିହେଲା ସ୍କର୍ପିଓ, ଦୁର୍ଘଟଣାରେ ୪ ଜଣ ଆହତ

କୋରାପୁଟ ୪।୪: ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ସୁନାବେଡା ୨୬ ନଂ ଜାତୀୟ ରାଜପଥରେ ଘଟିଛି ଏଭଳି ଦୁର୍ଘଟଣା ।ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ସୁନାବେଡା ୨୬ ନଂ ଜାତୀୟ ରାଜପଥର ଓଏମ୍‌ପି ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣା ଫଳରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ନବରଙ୍ଗପୁର ଅଞ୍ଚଳର ବୋଲି ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନେ ଉଦ୍ଧାର ହୋଇଛନ୍ତି । ଘଟଣାସ୍ଥଳରେ କୋରାପୁଟ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ  ।You Can Read :ସ୍ୱାମୀଙ୍କୁ ଯକୃତ ଦେଲେ ସ୍ତ୍ରୀ, SCBରେ ୮ ଘଣ୍ଟା ଧରି ଚାଲିଲା ପ୍ରଥମ ଅପରେସନ

କଲଭର୍ଟରେ ପିଟିହେଲା ସ୍କର୍ପିଓ, ଦୁର୍ଘଟଣାରେ ୪ ଜଣ ଆହତ

କୋରାପୁଟ ୪।୪: ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ସୁନାବେଡା ୨୬ ନଂ ଜାତୀୟ ରାଜପଥରେ ଘଟିଛି ଏଭଳି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ସୁନାବେଡା ୨୬ ନଂ ଜାତୀୟ ରାଜପଥର ଓଏମ୍‌ପି ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣା ଫଳରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ନବରଙ୍ଗପୁର ଅଞ୍ଚଳର ବୋଲି ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନେ ଉଦ୍ଧାର ହୋଇଛନ୍ତି । 

ଘଟଣାସ୍ଥଳରେ କୋରାପୁଟ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ  ।

You Can Read :

ସ୍ୱାମୀଙ୍କୁ ଯକୃତ ଦେଲେ ସ୍ତ୍ରୀ, SCBରେ ୮ ଘଣ୍ଟା ଧରି ଚାଲିଲା ପ୍ରଥମ ଅପରେସନ