ବିଶ୍ୱ କର୍କଟ ଦିବସ; ଓଟିଭିର ମିନି ମାରାଥନ୍... ଜୀବନ ଆଡକୁ ଦୌଡ଼

ଦୌଡ଼ିଲା ରାଜଧାନୀ। ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର, ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀ। ସାମାଜ ପାଇଁ ଥିଲା ମାରାତ୍ମକ କର୍କଟଠୁ ଦୂରେଇବାର ବଡ଼ ସଚେତନତା ବାର୍ତ୍ତା। ତ ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼....

ବିଶ୍ୱ କର୍କଟ ଦିବସ; ଓଟିଭିର ମିନି ମାରାଥନ୍... ଜୀବନ ଆଡକୁ ଦୌଡ଼

ସାରା ବିଶ୍ୱକୁ ବିପଦ ସାଜିଛି କର୍କଟ ରୋଗ। ଦୈନିକ ହଜାର ହଜାର ଲୋକ ଏହି ମାରାତ୍ମକ ରୋଗର ଶିକାର ହୋଇ ପ୍ରାଣ ହରାଉଛନ୍ତି। ତେବେ ସାମାନ୍ୟ ସଚେତନ ହେଲେ ଏ ରୋକକୁ ମୁକିବିଲା କରିହେବ। ସେଇ ଜନ ସଚେତନତା ଉଦ୍ଦେଶ୍ୟରେ ଓଟିଭି ନେଇଥିଲା ସ୍ୱତନ୍ତ୍ର ପଦକ୍ଷେପ। ଆଜି ବିଶ୍ୱ କର୍କଟ ଦିବସ ଅବସରରେ ଜୀବନ ଆଡ଼କୁ ଦୌଡ଼ର ବାର୍ତ୍ତା ନେଇ ଆୟୋଜିତ ମିନି ମାରାଥନରେ ଦୌଡ଼ିଛି ଭୁବନେଶ୍ୱର।