ଏକ ତରଫା ପ୍ରେମର ସାଇଡ୍ ଇଫେକ୍ଟ: ଥାନାକୁ ଗଲା ମାମଲା, ନ୍ୟାୟ ପାଇଁ ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ

ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଂଚଳରେ । ରାଇଘର ଅଞ୍ଚଳର ଝିଅ ଜୟପୁର ଠାରେ ଏକ କଲେଜରେ BSC ନର୍ସିଂ ଦ୍ୱିତୀୟ ବର୍ଷ ର ଛାତ୍ରୀ ଥିଲେ, ହଷ୍ଟେଲରେ ରହି ପାଠ ପଢୁଥିଲେ, ଝିଅର ପୋଡ଼ଶୀ ଗ୍ରାମର ପୁଅ କୃଷି ବିଜ୍ଞାନ ଛାତ୍ର ପୀଡିତା ଛାତ୍ରୀକୁ ଏକ ତୋରଫା ପ୍ରେମ କରୁଥିଲେ ।

ଏକ ତରଫା ପ୍ରେମର ସାଇଡ୍ ଇଫେକ୍ଟ: ଥାନାକୁ ଗଲା ମାମଲା, ନ୍ୟାୟ ପାଇଁ ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ
Array