ବିଷାକ୍ତ ମଦ ନେଲା ଜଣଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ
ଦିଗପହଣ୍ଡି ୨୧।୮: ବିଷାକ୍ତ ମଦ ନେଲା ଜଣଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ବିଷାକ୍ତ ମଦମୃତ୍ୟୁ ନେଇ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ । ଚିକିଟି-ଦିଗପହଣ୍ଡି ମୁଖ୍ୟ ବଜାର ରାସ୍ତାରେ ଆନ୍ଦୋଳନ କଲେ ସ୍ଥାନୀୟ ଲୋକ । ମୃତଦେହ ରଖି ଜେନାପୁରବାସୀ ଆନ୍ଦୋଳନ କରିଛନ୍ତି । ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକ ।You Can Read:ଖୋଲୁଛି ସିମ୍ ବକ୍ସ ଗୁମର : ରାଜୁ ମଣ୍ଡଳକୁ ଜେରା କରିବ NIA, ମାମୁକୁ ପୋଲିସର ମାରାଥନ ଜେରା
ଦିଗପହଣ୍ଡି ୨୧।୮: ବିଷାକ୍ତ ମଦ ନେଲା ଜଣଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ବିଷାକ୍ତ ମଦମୃତ୍ୟୁ ନେଇ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ । ଚିକିଟି-ଦିଗପହଣ୍ଡି ମୁଖ୍ୟ ବଜାର ରାସ୍ତାରେ ଆନ୍ଦୋଳନ କଲେ ସ୍ଥାନୀୟ ଲୋକ । ମୃତଦେହ ରଖି ଜେନାପୁରବାସୀ ଆନ୍ଦୋଳନ କରିଛନ୍ତି । ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକ ।
You Can Read:
ଖୋଲୁଛି ସିମ୍ ବକ୍ସ ଗୁମର : ରାଜୁ ମଣ୍ଡଳକୁ ଜେରା କରିବ NIA, ମାମୁକୁ ପୋଲିସର ମାରାଥନ ଜେରା