ବିସ୍ଫୋରକ ବୟାନ ଦେଲେ ଜୟନାରାୟଣ, ନବ ଦାସଙ୍କ ହତ୍ୟା ଘଟଣାରେ ଏହି ୨ ନେତାଙ୍କ ହାତ…
ଭୁବନେଶ୍ୱର,୨୯।୧: ନବ ଦାସ ହତ୍ୟା ଘଟଣାରେ ବିସ୍ଫୋରକ ବୟାନ ଦେଇଛନ୍ତି ଭାଜପା ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ନବ ଦାସ ହତ୍ୟା ପଛରେ ଜଣେ IPS ଅଫିସର, ଜଣେ IAS ଅଫିସର ଆଉ ୨ ଜଣ ବଡ଼ ନେତାଙ୍କ ହାତ ରହିଛି । ସିବିଆଇ ତଦନ୍ତ ହେଲେ ସବୁ ସାମ୍ନାକୁ ଆସିବ । ସିବିଆଇ ତଦନ୍ତ ପାଇଁ ଆମେ ସରକାରଙ୍କୁ କହିବୁ । ନବ ଦାସଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ଥିଲା ବୋଲି […] The post ବିସ୍ଫୋରକ ବୟାନ ଦେଲେ ଜୟନାରାୟଣ, ନବ ଦାସଙ୍କ ହତ୍ୟା ଘଟଣାରେ ଏହି ୨ ନେତାଙ୍କ ହାତ… appeared first on Dharitri Odia News.
ଭୁବନେଶ୍ୱର,୨୯।୧: ନବ ଦାସ ହତ୍ୟା ଘଟଣାରେ ବିସ୍ଫୋରକ ବୟାନ ଦେଇଛନ୍ତି ଭାଜପା ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ନବ ଦାସ ହତ୍ୟା ପଛରେ ଜଣେ IPS ଅଫିସର, ଜଣେ IAS ଅଫିସର ଆଉ ୨ ଜଣ ବଡ଼ ନେତାଙ୍କ ହାତ ରହିଛି । ସିବିଆଇ ତଦନ୍ତ ହେଲେ ସବୁ ସାମ୍ନାକୁ ଆସିବ । ସିବିଆଇ ତଦନ୍ତ ପାଇଁ ଆମେ ସରକାରଙ୍କୁ କହିବୁ । ନବ ଦାସଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ଥିଲା ବୋଲି ଜୟନାରାୟଣ କହିଛନ୍ତି।
ଅନ୍ୟପଟେ ନବ ଦାସଙ୍କ ହତ୍ୟା ମାମଲାରେ ଝିଅ ଦୀପାଳି ଦାସଙ୍କ ବଡ଼ ବୟାନ ଦେଇଛନ୍ତି। ଦୀପାଳି କହିଛନ୍ତି, ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ। ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ। ଏନେଇ ଚିଠି ପ୍ରସ୍ତୁତ କରୁଛୁ, ଖୁବ ଶୀଘ୍ର ପ୍ରଦାନ କରିବୁ। କାହା ପାଇଁ ରାଜନୀତି ହୋଇପାରେ, ମୋ ପରିବାର ପାଇଁ ଦୁଃଖଦ ଘଟଣା।
The post ବିସ୍ଫୋରକ ବୟାନ ଦେଲେ ଜୟନାରାୟଣ, ନବ ଦାସଙ୍କ ହତ୍ୟା ଘଟଣାରେ ଏହି ୨ ନେତାଙ୍କ ହାତ… appeared first on Dharitri Odia News.