ବୁଦା ମୂଳେ ଲୁଚି ଦେଖୁଥିଲେ ଆତଙ୍କୀ ଆକ୍ରମଣ

ପହଲଗାମରେ ସେଦିନ ଆତଙ୍କୀଙ୍କ ଆକ୍ରମଣରୁ କେମିତି ବଞ୍ଚିଥିଲା ଜୀବନ, ଲୋମହର୍ଷକ କାହାଣୀ ବଖାଣିଛନ୍ତି ପର୍ଯ୍ୟଟକ। କହିଛନ୍ତି ଦୀର୍ଘ ଦେଢ଼ ଘଣ୍ଟାର ଛାତିଥରା କାହାଣୀ।

ବୁଦା ମୂଳେ ଲୁଚି ଦେଖୁଥିଲେ ଆତଙ୍କୀ ଆକ୍ରମଣ
Array