ବୁଧବାରଠୁ ଆରମ୍ଭ ହେବ ଧାନ କିଣା : ପ୍ରତି ମଣ୍ଡିରେ ରହିବେ ସରକାରୀ ଅଧିକାର, ପାଟ୍ରୋଲିଂ କରିବ ପୋଲିସ

ଭୁବନେଶ୍ବର ୧୯।୧୧: ବୁଧବାର ଠାରୁ ବରଗଡ଼ରେ ଦାନକିଣା ଆରମ୍ଭ ହେବ ବୋଲି ରାଜସ୍ବ ମନ୍ତ୍ରୀ କରିଛନ୍ତି । ସମ୍ବଲପୁରରେ ୨୧ ତାରିଖରୁ ଆରମ୍ଭ  ହେବ । ଧାନ ସଂଗ୍ରହ ପାଇଁ ନିକ୍ଷୁଣ ବ୍ୟବସ୍ଥା ସରକାର କରିଛନ୍ତି ।  ପ୍ରତି ମଣ୍ଡିରେ ଜଣେ ସରକାରୀ ଅଧିକାରୀ ରହିବେ, ପୋଲିସ ପାଟ୍ରୋଲିଂ କରିବ । ଧାନ ମାନ ଯାଞ୍ଚ ବେଳେ ଚାଷୀ, ମିଲର, ସରକାରୀ ଅଧିକାରୀ ରହିବେ । ମେସିନରେ ଧାନ ମାନ ଯାଞ୍ଚ ହେବ । ଥରଟିଏ ଧାନର ମାନ ଯାଞ୍ଚ ହେବ । ଦଲାଲ ମାନେ ଯେପରି ସେଠାରେ ପ୍ରବେଶ ନାକରିବେ  ବ୍ୟବସ୍ଥା କରାଯାଇଛି । ଦଲାଲଙ୍କ ଉପରେ ପୋଲିସ ନଜର ରଖିବ । ସୀମାରେ  ଜଗିବା ପାଇଁ କ୍ୟାମେରାଯୁକ୍ତ ଗାଡି ବ୍ୟବସ୍ଥା କରାଯାଇଛି । କଟନି ଛଟନି ଯେପରି ନେହେବ ସେଥିପାଇଁ ସରକାରୀ ଅଧିକାରୀ ଧ୍ୟାନ ଦେବେ । ଯେଉଁଠି ଅଧିକ ଧାନ ଆସିବ ସେଠୀ ଅଧିକ ମେସିନ ସରକାର ଯୋଗାଇ ଦେବେ । ଯେଉଁ ଚାଷୀ ଟୋକନ ଲାପସ କରିଯିବ ଜିଲ୍ଲାପାଳ ମାନଙ୍କୁ ଅଧିକୃତ କରାଯାଇଛି ଟୋକନ ଜେନେରେଟ୍ କାରିବା ପାଇଁ ।You Can Read:ଲଜ୍‌ ରୁମ୍‌ରେ ସ୍ତ୍ରୀକୁ ହତ୍ୟା କରି ଫେରାର ଥିଲା, ବର୍ଷକ ପରେ କେରଳ ଜେଲ୍‌ରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଲା ପୋଲିସ 

ବୁଧବାରଠୁ ଆରମ୍ଭ ହେବ ଧାନ କିଣା : ପ୍ରତି ମଣ୍ଡିରେ ରହିବେ ସରକାରୀ ଅଧିକାର, ପାଟ୍ରୋଲିଂ କରିବ ପୋଲିସ

ଭୁବନେଶ୍ବର ୧୯।୧୧: ବୁଧବାର ଠାରୁ ବରଗଡ଼ରେ ଦାନକିଣା ଆରମ୍ଭ ହେବ ବୋଲି ରାଜସ୍ବ ମନ୍ତ୍ରୀ କରିଛନ୍ତି । ସମ୍ବଲପୁରରେ ୨୧ ତାରିଖରୁ ଆରମ୍ଭ  ହେବ । ଧାନ ସଂଗ୍ରହ ପାଇଁ ନିକ୍ଷୁଣ ବ୍ୟବସ୍ଥା ସରକାର କରିଛନ୍ତି ।  ପ୍ରତି ମଣ୍ଡିରେ ଜଣେ ସରକାରୀ ଅଧିକାରୀ ରହିବେ, ପୋଲିସ ପାଟ୍ରୋଲିଂ କରିବ । ଧାନ ମାନ ଯାଞ୍ଚ ବେଳେ ଚାଷୀ, ମିଲର, ସରକାରୀ ଅଧିକାରୀ ରହିବେ । ମେସିନରେ ଧାନ ମାନ ଯାଞ୍ଚ ହେବ । ଥରଟିଏ ଧାନର ମାନ ଯାଞ୍ଚ ହେବ । ଦଲାଲ ମାନେ ଯେପରି ସେଠାରେ ପ୍ରବେଶ ନାକରିବେ  ବ୍ୟବସ୍ଥା କରାଯାଇଛି । ଦଲାଲଙ୍କ ଉପରେ ପୋଲିସ ନଜର ରଖିବ । ସୀମାରେ  ଜଗିବା ପାଇଁ କ୍ୟାମେରାଯୁକ୍ତ ଗାଡି ବ୍ୟବସ୍ଥା କରାଯାଇଛି । କଟନି ଛଟନି ଯେପରି ନେହେବ ସେଥିପାଇଁ ସରକାରୀ ଅଧିକାରୀ ଧ୍ୟାନ ଦେବେ । ଯେଉଁଠି ଅଧିକ ଧାନ ଆସିବ ସେଠୀ ଅଧିକ ମେସିନ ସରକାର ଯୋଗାଇ ଦେବେ । ଯେଉଁ ଚାଷୀ ଟୋକନ ଲାପସ କରିଯିବ ଜିଲ୍ଲାପାଳ ମାନଙ୍କୁ ଅଧିକୃତ କରାଯାଇଛି ଟୋକନ ଜେନେରେଟ୍ କାରିବା ପାଇଁ ।

You Can Read:

ଲଜ୍‌ ରୁମ୍‌ରେ ସ୍ତ୍ରୀକୁ ହତ୍ୟା କରି ଫେରାର ଥିଲା, ବର୍ଷକ ପରେ କେରଳ ଜେଲ୍‌ରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଲା ପୋଲିସ