ବୁଧବାରଠୁ ସକ୍ରିୟ ହେବ ମୌସୁମୀ, ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର ୦୧/୦୭: ଆସନ୍ତା ଦୁଇ ଦିନ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।  ୩ ତାରିଖରୁ ମୌସୁମୀ ସକ୍ରିୟ ରହିବା ସହ ପ୍ରବଳ  ବର୍ଷା ହେବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ  କରିଛନ୍ତି । ରବିବାର ନବରଙ୍ଗପୁରରେ ସର୍ବାଧିକ  ୪୭ମିମି ବର୍ଷା ହୋଇଛି। ବାରିପଦାରେ ୨୭, ଖୋର୍ଦ୍ଧାରେ ୨୫ମିମି, ପାରଳାଖେମୁଣ୍ଡିରେ ୧୯.୪, ମାଲକାନଗିରିରେ ୨୧ମିମି, ସୋନପୁରରେ ୧୦,  କଟକରେ ୮ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ  ବାଙ୍କୀରେ ୧୧୭ମିମି, ବାଲେଶ୍ୱର ଭୋଗରାଇରେ ୧୦୫,  ନୟାଗଡ଼ ରଣପୁରରେ ୧୦୨, ବାଲେଶ୍ୱର ବାହାନଗାରେ  ୧୦୦, ପୁରୀ ସତ୍ୟବାଦୀରେ ୮୬, ମୟୂରଭଞ୍ଜ  ଚନ୍ଦୁଆରେ ୮୫, ଖୋର୍ଦ୍ଧା ଟାଙ୍ଗୀରେ ୭୮, ପୁରୀରେ  ୭୩.୮, ବେଗୁନିଆରେ ୬୪ ମିମି ବର୍ଷା ହୋଇଛି ।

ବୁଧବାରଠୁ ସକ୍ରିୟ ହେବ ମୌସୁମୀ, ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର ୦୧/୦୭: ଆସନ୍ତା ଦୁଇ ଦିନ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।  ୩ ତାରିଖରୁ ମୌସୁମୀ ସକ୍ରିୟ ରହିବା ସହ ପ୍ରବଳ  ବର୍ଷା ହେବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ  କରିଛନ୍ତି । 


ରବିବାର ନବରଙ୍ଗପୁରରେ ସର୍ବାଧିକ  ୪୭ମିମି ବର୍ଷା ହୋଇଛି। ବାରିପଦାରେ ୨୭, ଖୋର୍ଦ୍ଧାରେ ୨୫ମିମି, ପାରଳାଖେମୁଣ୍ଡିରେ ୧୯.୪, ମାଲକାନଗିରିରେ ୨୧ମିମି, ସୋନପୁରରେ ୧୦,  କଟକରେ ୮ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ  ବାଙ୍କୀରେ ୧୧୭ମିମି, ବାଲେଶ୍ୱର ଭୋଗରାଇରେ ୧୦୫,  ନୟାଗଡ଼ ରଣପୁରରେ ୧୦୨, ବାଲେଶ୍ୱର ବାହାନଗାରେ  ୧୦୦, ପୁରୀ ସତ୍ୟବାଦୀରେ ୮୬, ମୟୂରଭଞ୍ଜ  ଚନ୍ଦୁଆରେ ୮୫, ଖୋର୍ଦ୍ଧା ଟାଙ୍ଗୀରେ ୭୮, ପୁରୀରେ  ୭୩.୮, ବେଗୁନିଆରେ ୬୪ ମିମି ବର୍ଷା ହୋଇଛି ।