ବୁମ୍ରାଙ୍କ ବୋଲିଂ ଆଗରେ ଫେଲ୍ ମାରିଲା ଅଷ୍ଟ୍ରେଲିଆ: ୧୦୪ ରନ୍ରେ ଅଲଆଉଟ୍
ପର୍ଥ,୨୩।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ କଙ୍ଗାରୁ ଦଳ ମାଟି କାମୁଡିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର୧୦୪ ରନ୍ରେ ଅଲଆଉଟ୍ ହୋଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ୪୬ ରନ୍ରେ ଆଗୁଆ ରହିଛି। ଦ୍ୱିତୀୟ ଦିନରେ କଙ୍ଗାରୁମାନେ ୬୭ ରନ୍ରେ ୭ ଉଇକେଟର ଖେଳ ଆରମ୍ଭ କରିଥିଲେ ଏବଂ ବାକି ତିନିଟି ଉଇକେଟ ୩୭ ରନରେ ଖସିପଡ଼ିଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୧୫୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ […] The post ବୁମ୍ରାଙ୍କ ବୋଲିଂ ଆଗରେ ଫେଲ୍ ମାରିଲା ଅଷ୍ଟ୍ରେଲିଆ: ୧୦୪ ରନ୍ରେ ଅଲଆଉଟ୍ appeared first on Dharitri Odia News.
ପର୍ଥ,୨୩।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ କଙ୍ଗାରୁ ଦଳ ମାଟି କାମୁଡିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର୧୦୪ ରନ୍ରେ ଅଲଆଉଟ୍ ହୋଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ୪୬ ରନ୍ରେ ଆଗୁଆ ରହିଛି। ଦ୍ୱିତୀୟ ଦିନରେ କଙ୍ଗାରୁମାନେ ୬୭ ରନ୍ରେ ୭ ଉଇକେଟର ଖେଳ ଆରମ୍ଭ କରିଥିଲେ ଏବଂ ବାକି ତିନିଟି ଉଇକେଟ ୩୭ ରନରେ ଖସିପଡ଼ିଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୧୫୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୦୪ ରନରେ ଅଲଆଉଟ୍ ହୋଇଥିଲା। ଏହି ପରି ଦଳ ଦ୍ୱିତୀୟ ଇନିଂସରେ ୪୬ ରନର ଅଗ୍ରଣୀ ରହିଛି। ଭାରତ ପକ୍ଷରୁ ଅଧିନାୟକ ଜଶପ୍ରୀତ ବୁମ୍ରା ସର୍ବାଧିକ ୫ଟି ଉଇକେଟ୍ ନେଇଥିଲା।
The post ବୁମ୍ରାଙ୍କ ବୋଲିଂ ଆଗରେ ଫେଲ୍ ମାରିଲା ଅଷ୍ଟ୍ରେଲିଆ: ୧୦୪ ରନ୍ରେ ଅଲଆଉଟ୍ appeared first on Dharitri Odia News.