Raid On Junior Engineer: ଭିଜିଲାନ୍ସ ଜାଲରେ ଇଞ୍ଜିନିୟର ସ୍ୱାମୀ; ପତ୍ନୀଙ୍କ ରୋବାବ୍ ଏମିତି, ତାଜୁବ୍ ହେଲା ଟିମ୍‌

ଚାକିରି କନିଷ୍ଠ ଯନ୍ତ୍ରୀ । ହେଲେ ସମ୍ପତ୍ତି, ଅଚଳାଚଳ । ଭୁବନେଶ୍ୱରରେ ଦୁଇ ଦୁଇଟି ବହୁତଳ କୋଠା, 9ଟି ଦାମୀ ପ୍ଲଟ୍, ଫାର୍ମ ହାଉସ୍, 50 ଲକ୍ଷ ଟଙ୍କାର ବୀମା ଓ ବ୍ୟାଙ୍କ ବାଲାନ୍ସ ଏମିତି କେତେ କଣ । ଏନେଇ ଭିଜିଲାନ୍ସ ରେଡ୍ ବେଳେ ପତ୍ନୀଙ୍କ ରୋବାବ୍ ଦେଖି ତାଜୁବ୍ ତଦନ୍ତକାରୀ ଟିମ୍ ।

Raid On Junior Engineer: ଭିଜିଲାନ୍ସ ଜାଲରେ ଇଞ୍ଜିନିୟର ସ୍ୱାମୀ; ପତ୍ନୀଙ୍କ ରୋବାବ୍ ଏମିତି, ତାଜୁବ୍ ହେଲା ଟିମ୍‌
Array