ବୁଲଡୋଜର-ଜେସିବି ମଧ୍ୟରେ ତଫାତ ଜାଣନ୍ତି କି? ଉତ୍ତର ନା ହୋଇଥିଲେ ଜାଣି ନିଅନ୍ତୁ…
ଆପଣ ନିଶ୍ଚିତ ଭାବେ ମାଟି ଖୋଳୁଥିବା ବେଳେ ଜେସିବି ନଚେତ ବୁଲଡୋଜରକୁ ଦେଖିଥିବେ। ହେଲେ କ’ଣ ଆପଣ ଉଭୟଙ୍କ ମଧ୍ୟରେ ଫରକ କ’ଣ ଜାଣନ୍ତି କି? ଯଦି ଆପଣ ଜାଣି ନାହାନ୍ତି ତେବେ ଆଜି ସେ ବିଷୟରେ ଜଣାଇବୁ। ବୁଲଡୋଜର ଏକ ମେଶିନ, ଯିଏ କି ଅଧିକ ମାତ୍ରାରେ ଅଳିଆ, ମାଟିକୁ ହଟାଇବା କାମ କରିଥାଏ। ଏହାର ଫୁଲ୍ ଫର୍ମ ହେଉଛି ଜୋସେଫ୍ ସିରିଲ୍ ବାମ୍ଫୋଡ୍। ଜେସିବି ତୁଳନାରେ ବୁଲଡୋଜରରେ ବଡ଼ ମେଟାଲ ବ୍ଲେଡ ଲାଗିଥାଏ। ସେହିଭଳି […] The post ବୁଲଡୋଜର-ଜେସିବି ମଧ୍ୟରେ ତଫାତ ଜାଣନ୍ତି କି? ଉତ୍ତର ନା ହୋଇଥିଲେ ଜାଣି ନିଅନ୍ତୁ… appeared first on Dharitri Odia News.
ଆପଣ ନିଶ୍ଚିତ ଭାବେ ମାଟି ଖୋଳୁଥିବା ବେଳେ ଜେସିବି ନଚେତ ବୁଲଡୋଜରକୁ ଦେଖିଥିବେ। ହେଲେ କ’ଣ ଆପଣ ଉଭୟଙ୍କ ମଧ୍ୟରେ ଫରକ କ’ଣ ଜାଣନ୍ତି କି? ଯଦି ଆପଣ ଜାଣି ନାହାନ୍ତି ତେବେ ଆଜି ସେ ବିଷୟରେ ଜଣାଇବୁ।
ବୁଲଡୋଜର ଏକ ମେଶିନ, ଯିଏ କି ଅଧିକ ମାତ୍ରାରେ ଅଳିଆ, ମାଟିକୁ ହଟାଇବା କାମ କରିଥାଏ। ଏହାର ଫୁଲ୍ ଫର୍ମ ହେଉଛି ଜୋସେଫ୍ ସିରିଲ୍ ବାମ୍ଫୋଡ୍। ଜେସିବି ତୁଳନାରେ ବୁଲଡୋଜରରେ ବଡ଼ ମେଟାଲ ବ୍ଲେଡ ଲାଗିଥାଏ।
ସେହିଭଳି ଜେସିବିର ଅସଲ ନାମ ବ୍ୟାକ୍ହୋ ଲୋଡର। ଏହା ଖୋଳିବା କାମରେ ଆସିଥାଏ। ଜେସିବି ହେଉଛି ଏକ
କମ୍ପାନୀର ନାମ, ଯାହାକି ଏହି ମେଶିନ ନିର୍ମାଣ କରିଥାଏ। ଯେହେତୁ ଉଭୟ ଗୋଟିଏ ପ୍ରକାର କାମ କରିଥାନ୍ତି ତେଣୁ ଏହା ଗୋଟିଏ ବୋଲି କୁହାଯାଏ।
ବୁଲଡୋଜର କିନ୍ତୁ ଏକ ମେଶିନର ନାମ ହୋଇଥିବା ବେଳେ ଜେସିବି ତାକୁ କରିଥିବା କମ୍ପାନୀର ନାମ।
The post ବୁଲଡୋଜର-ଜେସିବି ମଧ୍ୟରେ ତଫାତ ଜାଣନ୍ତି କି? ଉତ୍ତର ନା ହୋଇଥିଲେ ଜାଣି ନିଅନ୍ତୁ… appeared first on Dharitri Odia News.