ବୁଲଡୋଜର ଧରି ପଶିଆସିଲେ ଶହ ଶହ ପୋଲିସ...ହାଲ୍ଲାବୋଲ ଡାକରା ଦେଇ ସାମ୍ନା କଲେ ବ୍ୟବସାୟୀ ସଂଙ୍ଘ...
ଅସ୍ତରଙ୍ଗ ନିକଟସ୍ଥ ପୀରଜାହାନିଆ ପୀଠର ବିକାଶ ସହ ପ୍ଲାଷ୍ଟିକି ମୁକ୍ତ କରିବାକୁ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ବନବିଭାଗ, ପୋଲିସ ପ୍ରଶାସନ ବୁଲ ଡୋଜର ଧରି ପହଂଚି ଥିଲେ ପର୍ଯ୍ୟଟନସ୍ଥଳୀରେ କିନ୍ତୁ ବ୍ୟବସାୟୀ କରିଥିଲେ ହଲ୍ଲାବୋଲ