ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ:  ଆମ୍ବ ତୋଟାରେ ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କପିଳାସ ରେଞ୍ଜ ଆମ୍ବନାଳି ଗାଁ ନିକଟରେ । ସୂଚନାପାଇ, ଘଟଣା ସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଜାରି ରଖଇଛନ୍ତି । ତେବେ ବୃଦ୍ଧା ଜଣକ କିଏ ତାଙ୍କ ବିଷୟରେ କିଛି ଜଣା ପଡ଼ିନାହିଁ । ଅଧିକ ସୂଚନା ପାଇଁ ଚାଲିଛି ତଦନ୍ତ ।

ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ:  ଆମ୍ବ ତୋଟାରେ ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କପିଳାସ ରେଞ୍ଜ ଆମ୍ବନାଳି ଗାଁ ନିକଟରେ ।

ସୂଚନାପାଇ, ଘଟଣା ସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଜାରି ରଖଇଛନ୍ତି । ତେବେ ବୃଦ୍ଧା ଜଣକ କିଏ ତାଙ୍କ ବିଷୟରେ କିଛି ଜଣା ପଡ଼ିନାହିଁ । ଅଧିକ ସୂଚନା ପାଇଁ ଚାଲିଛି ତଦନ୍ତ ।