ବେଆଇନ ଭାବେ ଘରେ ରଖିଥିଲେ ଜୀବନ୍ତ ସାପ, ଧରିଲା ବନବିଭାଗ
ଭଦ୍ରକ ୨୪/୦୩: ସାପ ଧରିବା ଓ ବେଆଇନ ଭାବେ ଜୀବନ୍ତ ସାପ ଧରିବା ଅଭିଯୋଗ ରେ ସାପ ଧରାଳି ଗିରଫ । ସାପ ଧରାଳିଙ୍କ ଦୁଇଟି ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ । ବନ ବିଭାଗର ଭଦ୍ରକ ରେଞ୍ଜ ତରଫରୁ ଭଦ୍ରକ ଜିଲ୍ଲାର ସାପ ଧରାଳି ମିର୍ଜା ଆରିଫକୁ ଗିରଫ କରାଯାଇଛି । ବନ ବିଭାଗ ତରଫରୁ ଯାଞ୍ଚ ବେଳେ ତାଙ୍କ ନିକଟରୁ ଦୁଇ ଟି ଜୀବନ୍ତ ସାପ ଉଦ୍ଧାର କରାଯାଇଛି । ଏମିତିକି ଗିରଫ ପରେ ସୋସିଆଲ ମିଡିଆରେ ଥିବା ଦୁଇ ଗୋଟି ଆକାଉଣ୍ଟ ଯାହାର ଫଲୋଅର୍ସ ସଂଖ୍ୟା ୨.୮୨ ମିଲିଅନ ଓ ଅନ୍ୟ ଗୋଟିଏ ୧୪୪ ହଜାର ଫଲଅର୍ସ ଅଛନ୍ତି ସେହି ଆକାଉଣ୍ଟକୁ ବନ୍ଦ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବେଆଇନ ଭାବେ ବନ୍ୟ ଜନ୍ତୁ ରଖିବା ଓ ସେ ସବୁର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆ ରେ ପ୍ରସାର କରାଇବା ନେଇ ଅଭିଯୋଗ ପରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି । କିନ୍ତୁ ଘଟଣାକୁ ନେଇ ବନବିଭାଗ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।you can also read..ରାତିଅଧରେ ହୋଟେଲରେ ରେଡ୍, ମିଳିଲା ଆପତ୍ତିଜନକ ସାମଗ୍ରୀ
ଭଦ୍ରକ ୨୪/୦୩: ସାପ ଧରିବା ଓ ବେଆଇନ ଭାବେ ଜୀବନ୍ତ ସାପ ଧରିବା ଅଭିଯୋଗ ରେ ସାପ ଧରାଳି ଗିରଫ । ସାପ ଧରାଳିଙ୍କ ଦୁଇଟି ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ।
ବନ ବିଭାଗର ଭଦ୍ରକ ରେଞ୍ଜ ତରଫରୁ ଭଦ୍ରକ ଜିଲ୍ଲାର ସାପ ଧରାଳି ମିର୍ଜା ଆରିଫକୁ ଗିରଫ କରାଯାଇଛି । ବନ ବିଭାଗ ତରଫରୁ ଯାଞ୍ଚ ବେଳେ ତାଙ୍କ ନିକଟରୁ ଦୁଇ ଟି ଜୀବନ୍ତ ସାପ ଉଦ୍ଧାର କରାଯାଇଛି । ଏମିତିକି ଗିରଫ ପରେ ସୋସିଆଲ ମିଡିଆରେ ଥିବା ଦୁଇ ଗୋଟି ଆକାଉଣ୍ଟ ଯାହାର ଫଲୋଅର୍ସ ସଂଖ୍ୟା ୨.୮୨ ମିଲିଅନ ଓ ଅନ୍ୟ ଗୋଟିଏ ୧୪୪ ହଜାର ଫଲଅର୍ସ ଅଛନ୍ତି ସେହି ଆକାଉଣ୍ଟକୁ ବନ୍ଦ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।
ତେବେ ବେଆଇନ ଭାବେ ବନ୍ୟ ଜନ୍ତୁ ରଖିବା ଓ ସେ ସବୁର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆ ରେ ପ୍ରସାର କରାଇବା ନେଇ ଅଭିଯୋଗ ପରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି । କିନ୍ତୁ ଘଟଣାକୁ ନେଇ ବନବିଭାଗ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।
you can also read..