ବେଆଇନ ଭାବେ ଚାଲିଥିଲା ମହୁଲ ଗୋଦାମ...ଚଢ଼ାଉ କଲା ଅବକାରୀ ବିଭାଗ
ଗଞ୍ଜାମ ଜିଲ୍ଲା ସୋରଡ଼ା ଅବକାରୀ ଥାନାକୁ ମିଳିଛି ବଡ଼ ଧରଣର ସଫଳତା। ବଡ଼ଗଡ଼ ଥାନା ଅଧୀନ ଗୌଡ଼ଗୋଠ ଗ୍ରାମରେ ବେଆଇନ ଭାବେ ଚାଲିଥିବା ମହୁଲ ଗୋଦାମ ଉପରେ ଚଢ଼ାଉ କରି ଜଣକୁ ଗିରଫ କରିବା ସହିତ ୪୮ ବସ୍ତା ମହୁଲ ଜବତ କରିଛି ଅବକାରୀ ଟିମ। Odish
ଗଞ୍ଜାମ ଜିଲ୍ଲା ସୋରଡ଼ା ଅବକାରୀ ଥାନାକୁ ମିଳିଛି ବଡ଼ ଧରଣର ସଫଳତା। ବଡ଼ଗଡ଼ ଥାନା ଅଧୀନ ଗୌଡ଼ଗୋଠ ଗ୍ରାମରେ ବେଆଇନ ଭାବେ ଚାଲିଥିବା ମହୁଲ ଗୋଦାମ ଉପରେ ଚଢ଼ାଉ କରି ଜଣକୁ ଗିରଫ କରିବା ସହିତ ୪୮ ବସ୍ତା ମହୁଲ ଜବତ କରିଛି ଅବକାରୀ ଟିମ।
Odish