ବେଙ୍ଗଲର ଝିଅ, ଏବେ ଶ୍ରୀକ୍ଷେତ୍ର ବୋହୂ

ବେଙ୍ଗଲର ଝିଅ, ଏବେ ଶ୍ରୀକ୍ଷେତ୍ର ବୋହୂ । ପିନାକୀ- ମହୁଆଙ୍କ ପଡ଼ିଛି ହାତଗଣ୍ଠି । ଶ୍ରୀକ୍ଷେତ୍ରର ପୂର୍ବତନ ସାଂସଦଙ୍କୁ ବାହା ହୋଇ ଏବେ ଖୁବ୍‌ ଚର୍ଚ୍ଚାରେ ସାଂସଦ ମହୁଆ ମୋଇତ୍ରା । ଅନେକ ଦିନର ଗସିପ ପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । 

ବେଙ୍ଗଲର ଝିଅ, ଏବେ ଶ୍ରୀକ୍ଷେତ୍ର ବୋହୂ
Array