ବେଙ୍ଗାଲୁରୁରେ ବଡ଼ ଦୁର୍ଘଟଣା: ଜାତୀୟ ରାଜପଥରେ ଛାତିଥରା ଦୃଶ୍ୟ, କାର ଉପରେ ପଡ଼ିଗଲା କଣ୍ଟେନର
କନକ ବ୍ୟୁରୋ: ବେଙ୍ଗାଲୁରୁରେ ବଡ଼ ଦୁର୍ଘଟଣା। ଜାତୀୟ ରାଜପଥରେ ଛାତିଥରା ସଡ଼କ ଦୁର୍ଘଟଣା। କାର ଉପରେ ପଡ଼ିଗଲା କଣ୍ଟେନର। ଦୁର୍ଘଟଣାରେ ଏକ ସଫ୍ଟୱେର କମ୍ପାନୀର ସିଇଓଙ୍କ ସମେତ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ଆଇଏଏସ୍ଟି ସଫ୍ଟୱେର କମ୍ପାନୀର ସିଇଓ ଚନ୍ଦ୍ରମ ତାଙ୍କ ପରବାର ସଦସ୍ୟଙ୍କ ସହ ନିଜ ଗାଁ ମହାରାଷ୍ଟ୍ରର ସାଙ୍ଗଲୀ ଯାଉଥିଲେ। କୋଟିଏ ଟଙ୍କାର ଭଲ୍ଭୋ ଏସୟୁଭି କାରରେ ଯାଉଥିଲେ ପୂରା ପରିବାର। ରାସ୍ତାରେ ଏକ କଣ୍ଟେନର ତାଙ୍କ କାର ଉପରେ ପଡ଼ିଯାଇଥିଲା। କାରରେ ଥିବା ସମସ୍ତ ୬ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସଫ୍ଟୱେର କମ୍ପାନୀର ସିଇଓଙ୍କ ସମେତ ପରିବାରର ୬ ଜଣଙ୍କ ମୃତ୍ୟୁପରବାର ସହ ନିଜ ଗାଁ ମହାରାଷ୍ଟ୍ରର ସାଙ୍ଗଲୀ ଯାଉଥିଲେ ସିଇଓ ଚନ୍ଦ୍ରମକୋଟିଏ ଟଙ୍କାର ଭଲ୍ଭୋ କାରରେ ଯାଉଥିଲେ ପୂରା ପରିବାରରାସ୍ତାରେ ଏକ କଣ୍ଟେନର ତାଙ୍କ କାର ଉପରେ ପଡ଼ିଯାଇଥିଲା କାରରେ ଥିବା ସମସ୍ତ ୬ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛିସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକେ ଦାମୀ କାର କିଣନ୍ତିକୋଟିଏ ଟଙ୍କାର କାର ଜୀବନ ବଞ୍ଚାଇନପାରିବାରୁ ପ୍ରଶ୍ନ ଉଠିଛିଭଲଭୋ ଏକ୍ସସି୯୦ କାରରେ ଗୋଲ୍ଟ ଷ୍ଟାଣ୍ଡାଡ ସୁରକ୍ଷା ରହିଛିଗାଡିର ଗତି ମଧ୍ୟ ଅଧିକ ନଥିଲା ବୋଲି ପୁଲିସ କହିଛିକଣ୍ଟେନରର ଡ୍ରାଇଭର କହିଛନ୍ତି ହଠାତ୍ ବ୍ରେକ ମାରି କାର ରହିଯାଇଥିଲାବଞ୍ଚାଇବାକୁ କଣ୍ଟେନର ଚାଳକ ଗାଡିରୁ ଡେଇଁବା ସହ ଡାହାଣକୁ ମୋଡିଥିଲେଅନ୍ୟ ଏକ କ୍ଷୀର ନେଇ ଯ
କନକ ବ୍ୟୁରୋ: ବେଙ୍ଗାଲୁରୁରେ ବଡ଼ ଦୁର୍ଘଟଣା। ଜାତୀୟ ରାଜପଥରେ ଛାତିଥରା ସଡ଼କ ଦୁର୍ଘଟଣା। କାର ଉପରେ ପଡ଼ିଗଲା କଣ୍ଟେନର। ଦୁର୍ଘଟଣାରେ ଏକ ସଫ୍ଟୱେର କମ୍ପାନୀର ସିଇଓଙ୍କ ସମେତ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ଆଇଏଏସ୍ଟି ସଫ୍ଟୱେର କମ୍ପାନୀର ସିଇଓ ଚନ୍ଦ୍ରମ ତାଙ୍କ ପରବାର ସଦସ୍ୟଙ୍କ ସହ ନିଜ ଗାଁ ମହାରାଷ୍ଟ୍ରର ସାଙ୍ଗଲୀ ଯାଉଥିଲେ। କୋଟିଏ ଟଙ୍କାର ଭଲ୍ଭୋ ଏସୟୁଭି କାରରେ ଯାଉଥିଲେ ପୂରା ପରିବାର। ରାସ୍ତାରେ ଏକ କଣ୍ଟେନର ତାଙ୍କ କାର ଉପରେ ପଡ଼ିଯାଇଥିଲା। କାରରେ ଥିବା ସମସ୍ତ ୬ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।
ସଫ୍ଟୱେର କମ୍ପାନୀର ସିଇଓଙ୍କ ସମେତ ପରିବାରର ୬ ଜଣଙ୍କ ମୃତ୍ୟୁ
ପରବାର ସହ ନିଜ ଗାଁ ମହାରାଷ୍ଟ୍ରର ସାଙ୍ଗଲୀ ଯାଉଥିଲେ ସିଇଓ ଚନ୍ଦ୍ରମ
କୋଟିଏ ଟଙ୍କାର ଭଲ୍ଭୋ କାରରେ ଯାଉଥିଲେ ପୂରା ପରିବାର
ରାସ୍ତାରେ ଏକ କଣ୍ଟେନର ତାଙ୍କ କାର ଉପରେ ପଡ଼ିଯାଇଥିଲା
କାରରେ ଥିବା ସମସ୍ତ ୬ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି
ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକେ ଦାମୀ କାର କିଣନ୍ତି
କୋଟିଏ ଟଙ୍କାର କାର ଜୀବନ ବଞ୍ଚାଇନପାରିବାରୁ ପ୍ରଶ୍ନ ଉଠିଛି
ଭଲଭୋ ଏକ୍ସସି୯୦ କାରରେ ଗୋଲ୍ଟ ଷ୍ଟାଣ୍ଡାଡ ସୁରକ୍ଷା ରହିଛି
ଗାଡିର ଗତି ମଧ୍ୟ ଅଧିକ ନଥିଲା ବୋଲି ପୁଲିସ କହିଛି
କଣ୍ଟେନରର ଡ୍ରାଇଭର କହିଛନ୍ତି ହଠାତ୍ ବ୍ରେକ ମାରି କାର ରହିଯାଇଥିଲା
ବଞ୍ଚାଇବାକୁ କଣ୍ଟେନର ଚାଳକ ଗାଡିରୁ ଡେଇଁବା ସହ ଡାହାଣକୁ ମୋଡିଥିଲେ
ଅନ୍ୟ ଏକ କ୍ଷୀର ନେଇ ଯାଉଥିବା ଟ୍ରକକୁ ଧକ୍କା ଦେଇ ଓଲଟି ପଡିଥିଲା କଣ୍ଟେନର