ବେବି ଫ୍ରେଣ୍ଡଲି ହସପିଟାଲ ଭାବରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରସ୍କୃତ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ରାଜ୍ୟ ସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ -୨୦୨୪ ପାଳନ ଅବସର ରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ବିଳନୀ କକ୍ଷରେ ଆୟୋଜିତ ନିରାଡମ୍ବର ଉତ୍ସବରେ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓଡ଼ିଶା ଡା. ସଂଯୁକ୍ତା ସାହୁ ପାଞ୍ଚ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଦଶ ଗୋଟି ଉପଖଣ୍ଡ ଚିକିତ୍ସାଳୟ କୁ ବେବି ଫ୍ରେଣ୍ଡଲି ହସ୍ପିଟାଲ୍ ଭାବରେ ପୁରସ୍କୃତ କରିଛନ୍ତି। ଏଥି ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ […] The post ବେବି ଫ୍ରେଣ୍ଡଲି ହସପିଟାଲ ଭାବରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରସ୍କୃତ appeared first on Odisha.News.
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ରାଜ୍ୟ ସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ -୨୦୨୪ ପାଳନ ଅବସର ରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ବିଳନୀ କକ୍ଷରେ ଆୟୋଜିତ ନିରାଡମ୍ବର ଉତ୍ସବରେ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓଡ଼ିଶା ଡା. ସଂଯୁକ୍ତା ସାହୁ ପାଞ୍ଚ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଦଶ ଗୋଟି ଉପଖଣ୍ଡ ଚିକିତ୍ସାଳୟ କୁ ବେବି ଫ୍ରେଣ୍ଡଲି ହସ୍ପିଟାଲ୍ ଭାବରେ ପୁରସ୍କୃତ କରିଛନ୍ତି। ଏଥି ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏହି ଵେବି ଫ୍ରେଣ୍ଡଲୀ ହସ୍ପିଟାଲ୍ ଭାବରେ ପୁରସ୍କୃତ ହୋଇ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିପାରିଛି।
The post ବେବି ଫ୍ରେଣ୍ଡଲି ହସପିଟାଲ ଭାବରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରସ୍କୃତ appeared first on Odisha.News.