'ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ପାଇଁ ବହୁତ କିଛି କରିଛନ୍ତି'

ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହେବା ଜାଣିବା ପରେ ଉତ୍ସାହିତ ସମର୍ଥକ।

'ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ପାଇଁ ବହୁତ କିଛି କରିଛନ୍ତି'

ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହେବା ଜାଣିବା ପରେ ଉତ୍ସାହିତ ସମର୍ଥକ। ବୈଜୟନ୍ତ ପଣ୍ଡାଙ୍କ ସମର୍ଥକ କହିଛନ୍ତି, ଲୋକଙ୍କ ପାଇଁ ବହୁତ କିଛି କରିଛନ୍ତି ବୈଜୟନ୍ତ ପଣ୍ଡା। ରେଳ ଠାରୁ ଆରମ୍ଭ କରି ବିଦେଶରେ ଫସିଥିବା ଲୋକଙ୍କୁ ଓଡ଼ିଶା ଆଣିବାରେ ବୈଜୟନ୍ତଙ୍କର ବହୁତ ବଡ଼ ଭୂମିକା ରହିଛି।